ETV Bharat / bharat

ପରିତ୍ୟକ୍ତ ହିନ୍ଦୁ ମହିଳାଙ୍କୁ ନ୍ୟାୟ ଦେବ ଯୋଗୀ ସରକାର - ହିନ୍ଦୁ ପରିତ୍ୟକ୍ତ ମହିଳାଙ୍କୁ ନ୍ୟାୟ ଦେବ ଯୋଗୀ ସରକାର

ପ୍ରାୟ 23 ଲକ୍ଷ ହିନ୍ଦୁ ପରିତ୍ୟକ୍ତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆଇନ ଆଣିବା ଦିଗରେ ବଡ ପଦକ୍ଷେପ ନେବେ ଯୋଗୀ ସରକାର। ଗୋଟିଏ ବିବାହ କରି ଦ୍ୱିତୀୟ ପତ୍ନୀ ରଖୁଥିବା ପୁରୁଷଙ୍କୁ ଦଣ୍ଡ ଦେବାକୁ ଆଇନ ତିଆରି ହେବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଫାଇଲ ଫଟୋ
author img

By

Published : Sep 25, 2019, 3:26 PM IST

ଲକ୍ଷ୍ନୌ: ଟ୍ରିପଲ ତଲାକ ଆଇନ ଆଣି ମୁସଲମାନ ମହିଳାଙ୍କ ଅଧିକାର ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଏପରି ଏକ ବଡ ପଦକ୍ଷେପ ନେଇଥିଲେ । ଏବେ ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ସରକାର ହିନ୍ଦୁ ମହିଳାଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବିନା ତଲାକରେ ପରିତ୍ୟକ୍ତ ହିନ୍ଦୁ ମହିଳାଙ୍କୁ ନ୍ୟାୟ ଦେବା ଦିଗରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଇନ ଆଣିବାକୁ ଯାଉଛନ୍ତି । ଟ୍ରିପଲ ତଲାକରେ ପୀଡିତ ମହିଳାଙ୍କ ସହ ବୁଧବାର ସମ୍ବାଦ ସମୟରେ ଯୋଗୀ 23 ଲକ୍ଷ ହିନ୍ଦୁ ପରିତ୍ୟକ୍ତ ମହିଳାଙ୍କୁ ମଧ୍ୟ ଏପରି ନ୍ୟାୟ ଦିଆଯିବ ବୋଲି କହିଛନ୍ତି। ଗୋଟିଏ ବିବାହ କରି ଦ୍ୱିତୀୟ ପତ୍ନୀ ରଖୁଥିବା ପୁରୁଷଙ୍କୁ ଦଣ୍ଡ ଦେବାକୁ ଆଇନ ତିଆରି ହେବ ବୋଲି ଯୋଗୀ କହିଛନ୍ତି।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.