ETV Bharat / bharat

କାଶ୍ମୀରକୁ ବିଶେଷ ରାଜ୍ୟ ମାନ୍ୟତା ଉପରେ ପ୍ରଶ୍ନ ଉଠାଇଲେ ବାବା ରାମଦେବ

author img

By

Published : Feb 26, 2019, 12:06 PM IST

ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟ ମାନ୍ୟତା ପ୍ରଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଯୋଗ ଗୁରୁ ରାମଦେବ। ସାରା ଦେଶ ପାଇଁ ଗୋଟିଏ ନିୟମ ହେବା ଆବଶ୍ୟକ। ଜମ୍ମୁ କାଶ୍ମୀରରୁ ଧାରା 370 ଓ 35 (A) କୁ ଉଚ୍ଛେଦ କରିବା ସହ ସାରା ଦେଶରେ ପାଇଁ ଗୋଟିଏ ନିୟମ ହେବା ଉଚିତ୍ ବୋଲି କହିଛନ୍ତି।

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟ ମାନ୍ୟତା ପ୍ରଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଯୋଗ ଗୁରୁ ରାମଦେବ। ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ଅଶାନ୍ତି ଲାଗି ରହିଛି। କଶ୍ମୀରରେ ଧାରା 370କୁ ଉଚ୍ଛେଦ ପାଇଁ ବିଭିନ୍ନ ମହଲରେ ଦାବି ହେବା ପରେ ଏହାକୁ ସମର୍ଥନ ଜଣାଇଛନ୍ତି ବାବା ରାମଦେବ।

ସେ କହିଛନ୍ତି, ସାରା ଦେଶ ପାଇଁ ଗୋଟିଏ ନିୟମ ହେବା ଆବଶ୍ୟକ। ଜମ୍ମୁ କାଶ୍ମୀରରୁ ଧାରା 370 ଓ 35 (A) କୁ ଉଚ୍ଛେଦ କରିବା ସହ ସାରା ଦେଶରେ ପାଇଁ ଗୋଟିଏ ନିୟମ ହେବା ଉଚିତ୍ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କାହିଁକି ?

ଏହି ଅବସରରେ ପାକ୍ ପ୍ରଧାନମନ୍ତ୍ରୀକୁ କଡା ଭାଷାରେ ନିନ୍ଦା କରିଛନ୍ତି ରାମଦେବ। ସେ କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ହେଉଛନ୍ତି ଡରୁଆ ପ୍ରଧାନମନ୍ତ୍ରୀ। ଭାରତୀୟ ସେନା ସେମାନଙ୍କୁ ଉଚିତ୍ ଜବାବ ଦେବ। ଯାହାକୁ ପାକିସ୍ତାନବାସୀ 50 ବର୍ଷ ଯାଏଁ ଭୁଲି ପାରିବେ ନାହିଁ।

କହିରଖୁଛୁ, ଧାରା 370 ଅନୁସାରେ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହ ଧାରା 35 (A) ଅନୁସାରେ କଶ୍ମୀରବାସୀଙ୍କୁ ବିଶେଷ ଅଧିକାର ମଧ୍ୟ ପ୍ରଦାନ କରାଯାଇଛି। ତେବେ ସୁପ୍ରିମକୋର୍ଟରେ ଧାରା 35 (A)କୁ କରାଯାଇଥିବା ଆବେଦନ ଉପରେ ମାମଲା ଚାଲିଛି।

Intro:ବୌଦ୍ଧ କଚେରୀ ପଡିଆ ଠାରେ ସୋମବାର ଦିନ୧୪ତମ ସର୍ବ ଭାରତୀୟ ଫୁଟବଲ ମ୍ୟାଚ ଉଦଘାଟିତ ହୋଇଛି। ୨୫ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୩ ତାରିଖ ଫାଇନାଲରେ ଏହି ଟୁର୍ନାମେଣ୍ଟ ସରିବ ବୋଲି ଜଣାପଡିଛି । ଏହି ସର୍ବ ଭାରତୀୟ ଟୁର୍ନାମେଣ୍ଟ ରେ ରାଜ୍ୟ ତଥା ରାଜ୍ୟ ବାହାର ର ଆଠ ଗୋଟି ଟିମ ଭାଗ ନେବେ ।

Body:ଆଜିର ଉଦଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ରୂପେ ପି ଡି ଡିଆରଡିଏ ରାଜେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ ବରିଷ୍ଠ କ୍ରୀଡାବିତ ପୂର୍ଣ୍ଣଚନ୍ଦ୍ର ମହାକୁଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଫୁଟବଲ ଆସୋସିଏସନ ଦ୍ବାରା ଏହି ଟୁର୍ନାମେଣ୍ଟ ର ଆୟୋଜନ କରାଯାଇଥିବା ଜଣାପଡିଛି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.