ETV Bharat / bharat

ଯମୁନା ଏକ୍ସପ୍ରେସ ୱେ ଜମି ଦୁର୍ନୀତି: ସିଇଓଙ୍କ ସମେତ 21 ଜଣଙ୍କ ବିରୋଧରେ ମାମଲା ରୁଜୁ - ଯମୁନା ଏକ୍ସପ୍ରେସ ୱେ ଜମି ଦୁର୍ନୀତି

ଯମୁନା ଏକ୍ସପ୍ରେସ ୱେ ଜମି ଦୁର୍ନୀତି ଘଟଣାରେ ପୂର୍ବତନ ସିଇଓଙ୍କ ସମେତ 21 ଜଣଙ୍କ ବିରୋଧରେ ସିବିଆଇର ମାମଲା ରୁଜୁ ।

newdelhi
ଯମୁନା ଏକ୍ସପ୍ରେସ ୱେ ଜମି ଦୁର୍ନୀତି
author img

By

Published : Dec 25, 2019, 11:01 AM IST

ନୂଆଦିଲ୍ଲୀ: ଯମୁନା ଏକ୍ସପ୍ରେସ ୱେ ଜମି ଦୁର୍ନୀତି ଘଟଣାରେ ପ୍ରକଳ୍ପର ପୂର୍ବତନ ସିଇଓ ପିସି ଗୁପ୍ତାଙ୍କ ସମେତ 21 ଜଣଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । ସେମାନଙ୍କ ବିରୋଧରେ ଅପରାଧୀକ ଷଡଯନ୍ତ୍ର, ଠକେଇ, ଜାଲିଆତି ଓ ପଦବୀର ଅପବ୍ୟବହାର ଆଦି ବିଭିନ୍ନ ସଙ୍ଗୀନ ଦଫା ଲଗାଯାଇଛି ।

ଗତ 2013-14 ମସିହାରେ ଯମୁନା ଏକ୍ସପ୍ରେସ ୱେର ପୂର୍ବତନ କାର୍ଯ୍ୟନିର୍ବାହୀ ନିଜ ସଂପର୍କୀୟ ତଥା ଅନ୍ୟ ଲୋକମାନଙ୍କଠାରୁ ବେଆଇନ ଭାବେ 57.15 ହେକ୍ଟର ଜମି କିଣିଥିବା ଅଭିଯୋଗ ହୋଇଥିଲା । ଜମିକୁ ମୂଲ୍ୟ ଠାରୁ ଅଧିକ ଦାମରେ କିଣାଯାଇଥିବା ବେଳେ କୌଣସି ପ୍ରଯୋଜନ ନଥିବା ଜଣାପଡିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.