ETV Bharat / bharat

ଆଣ୍ଡ୍ରଏଡ ଟିଭି ସହ Xiaomi ଲଞ୍ଚ କଲା Mi TV ଷ୍ଟିକ, ଆମାଜନ ଫାୟାର ଷ୍ଟିକ ସହ ହେବ ଟକ୍କର - Amazon Fire Stick

ମାର୍କେଟକୁ ଆସିଲା ଆଣ୍ଡ୍ରଏଡ ଟିଭି ସହ Mi TV ଷ୍ଟିକ । ଏଥିରେ ଏକ ବିଲ୍ଟ-ଇନ ଗୁଗୁଲ ଆସିଷ୍ଟାଣ୍ଟ ଏବଂ କ୍ରୋମକାଷ୍ଟ ମଧ୍ୟ ଅଛି । ଏହା ସହିତ ଏହା ବ୍ଲୁଟୁଥ ରିମୋଟ କଣ୍ଟ୍ରୋଲ ସହିତ ଆସିଥାଏ । ଅଧିକ ପଢନ୍ତୁ...

ଆଣ୍ଡ୍ରଏଡ ଟିଭି ସହ Xiaomi ଲଞ୍ଚ କଲା Mi TV ଷ୍ଟିକ, ଆମାଜନ ଫାୟାର ଷ୍ଟିକ ସହ ହେବ ଟକ୍କର

author img

By

Published : Jul 16, 2020, 7:01 PM IST

ହାଇଦ୍ରାବାଦ: Xiaomi ଚଳିତ ବର୍ଷର ଗ୍ଲୋବାଲ ଇକୋସିଷ୍ଟମ ପ୍ରଡକ୍ଟ ଲଞ୍ଚ ଇଭେଣ୍ଟରେ ବହୁ ପ୍ରତୀକ୍ଷିତ Mi TV ଷ୍ଟିକ ପ୍ରକାଶ କରିଛି । ଆମାଜନ ଫାୟାର ଟିଭି ଷ୍ଟିକ ପରି, ନୂତନ ଭାବରେ ଲଞ୍ଚ ହୋଇଥିବା Mi TV ଷ୍ଟିକ ହେଉଛି ଏକ ପୋର୍ଟେବଲ ଷ୍ଟ୍ରିମିଂ ଡିଭାଇସ । ଯାହା ଏକ HDMI ପୋର୍ଟ ମାଧ୍ୟମରେ ଏକ ଟେଲିଭିଜନ ସହିତ କନେକ୍ଟ ହୋଇଥାଏ । Mi TV ଷ୍ଟିକ ଥିବା ୟୁଜର୍ସମାନେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜନି ହଟଷ୍ଟାର+ ଏବଂ ଅଧିକରୁ ଚଳଚ୍ଚିତ୍ର ଏବଂ ଶୋ ଷ୍ଟ୍ରିମ କରିପାରିବେ । ଏଥିରେ ଏକ ବିଲ୍ଟ-ଇନ ଗୁଗୁଲ ଆସିଷ୍ଟାଣ୍ଟ ଏବଂ କ୍ରୋମକାଷ୍ଟ ମଧ୍ୟ ଅଛି । ଏହା ସହିତ ଏହା ବ୍ଲୁଟୁଥ ରିମୋଟ କଣ୍ଟ୍ରୋଲ ସହିତ ଆସିଥାଏ ।

Mi TV ଷ୍ଟିକର ମୂଲ୍ୟ ପ୍ରାୟ 3,400ରୁ ଆରମ୍ଭ । ଏହାର ଉପଲବ୍ଧତାର ସବିଶେଷ ତଥ୍ୟ ଚାଇନାର ଟେକ ଜଏଣ୍ଟକୁ ଏହା ବିଷୟରେ ପ୍ରକାଶ କରାଯାଇ ନାହିଁ । Xiaomi ଏପର୍ଯ୍ୟନ୍ତ Mi TV ଷ୍ଟିକର ଭାରତରେ ଲଞ୍ଚ ବିବରଣୀ ସ୍ପଷ୍ଟ କରିନାହିଁ। ଆଗାମୀ ଦିନରେ କମ୍ପାନୀଠାରୁ ଏହି ଲଞ୍ଚ ବିବରଣୀ ଶୁଣାଣୀ ଉପରେ ଅଧିକ ସୂଚନା ଆଶା କରାଯାଏ ।

ଏହାର ଡିଜାଇନ ଦୃଷ୍ଟିରୁ, ନୂତନ ଭାବେ ଉନ୍ମୋଚିତ ହୋଇଥିବା Mi TV ଷ୍ଟିକ ଆମାଜନ ଫାୟାର ଟିଭି ଷ୍ଟିକ ସହିତ ସମାନ । ଏହା କଳା ରଙ୍ଗରେ ହୋଇଥିବାବେଳେ, Mi TV ଷ୍ଟିକ ରିମୋଟ କଣ୍ଟ୍ରୋଲର ସମାନ ରଙ୍ଗର ଅଟେ ।

Xiaomi ଦ୍ୱାରା ପୋର୍ଟେବଲ ଷ୍ଟ୍ରିମିଂ ଡିଭାଇସ ଏକ କ୍ୱାଡ-କୋର CPU ଦ୍ୱାରା ଚାଳିତ, 1 GB RAM ଏବଂ 8 GB ଇଣ୍ଟରନାଲ ଷ୍ଟୋରେଜ ସହିତ। Mi TV ଷ୍ଟିକ ଡଲବି ଅଡିଓ ଏବଂ DTS ସାଉଣ୍ଡ ଫର୍ମାଟକୁ ସପୋର୍ଟ କରେ ।

ଏହା 60fpsରେ ଫୁଲ-HD (1,080x1,920 ପିକ୍ସେଲ) ରେଜୋଲୁସନ ଭିଡିଓକୁ ମଧ୍ୟ ସମର୍ଥନ କରେ । ପୋର୍ଟେବଲ ଷ୍ଟ୍ରିମିଂ ଷ୍ଟିକ ପୂର୍ବରୁ ସ୍ଥାପିତ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଆପ ସହିତ ଆସିଥାଏ ଯାହା Mi TV ଷ୍ଟିକ ରିମୋଟ ସହିତ ଡେଡିକେଟେଡ ବଟନ ମାଧ୍ୟମରେ ସିଧାସଳଖ ଆକ୍ସେସ କରାଯାଇପାରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.