ETV Bharat / bharat

ସାଓମି ଲଞ୍ଚ କଲା ଇଲେକ୍ଟ୍ରିକ୍ ଟୁଥବ୍ରଶ T100, ଜାଣନ୍ତୁ କେତେ ରହିଛି ମୂଲ୍ୟ - xiaomi launched mi electric toothbrush t100

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଭାରତରେ ନିଜର ଇଲେକ୍ଟ୍ରିକ୍ ଟୁଥବ୍ରଶ ଲଞ୍ଚ କରିଛି । ଯାହାର ନାଁ ରହିଛି T100 । ଏମଆଇ ଇଲେକ୍ଟ୍ରିକ ଟୁଥବ୍ରଶ T100ର ମୂଲ୍ୟ ରହିଛି 549 ଟଙ୍କା । ଅଧିକ ପଢନ୍ତୁ...

xiaomi launched mi electric toothbrush t100 for rs 549
ସାଓମି ଲଞ୍ଚ କଲା ଇଲେକ୍ଟ୍ରିକ୍ ଟୁଥବ୍ରଶ T100, ଜାଣନ୍ତୁ କେତେ ରହିଛି ମୂଲ୍ୟ
author img

By

Published : Jun 10, 2020, 1:41 AM IST

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଭାରତରେ ନିଜର ଇଲେକ୍ଟ୍ରିକ୍ ଟୁଥବ୍ରଶ ଲଞ୍ଚ କରିଛି । ଯାହାର ନାଁ ରହିଛି T100 । ଏମଆଇ ଇଲେକ୍ଟ୍ରିକ ଟୁଥବ୍ରଶ T1-00ର ମୂଲ୍ୟ ରହିଛି 549 ଟଙ୍କା ।

ଏଥିରେ ଅଲ୍ଟ୍ରା-ସଫ୍ଟ ବ୍ରିଷ୍ଟଲ୍ସ, ଆଇପିଏକ୍ସ7 ୱାଟରଫ୍ରୁଫ୍, ଡୁଆଲ-ପ୍ରୋ ବ୍ରଶ ମୋଡ୍ସ ୱିଥ ଇକ୍ୟୁକ୍ଲିନ ଅଟୋ ଟାଇମର ସୁବିଧା ଉପଲବ୍ଧ ଥିବାବେଳେ ଲୋ ନଏଜରେ ଡିଜାଇନ କରାଯାଇଛି । ଏହି ବ୍ରଶରେ 30 ଦିନ ଯାଏଁ ଚାର୍ଜ ରଖିବାର କ୍ଷମତା ମଧ୍ୟ ରହିଛି । ଏହି ଇଲେକ୍ଟ୍ରିକ୍ ଟୁଥବ୍ରଶକୁ ସାଓମି ୱେବସାଇଟରୁ କିଣା ଯାଇପାରିବ ।

ଏମଆଇ ଇଲେକ୍ଟ୍ରିକ୍ ଟୁଥବ୍ରଶ T100ର ବିକ୍ରି ଜୁଲାଇ 15ରୁ ଆରମ୍ଭ ହେବ। କିନ୍ତୁ ଗ୍ରାହକମାନେ ଏହାକୁ ବର୍ତ୍ତମାନ ଏମଆଇ ଷ୍ଟୋରରୁ ବୁକିଂ କରିପାରିବେ । ବୁକିଂ ସମୟରେ ଗ୍ରାହକଙ୍କୁ ଏମଆଇ ଇଲେକ୍ଟ୍ରିକ୍ ଟୁଥବ୍ରଶର ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡିବ । ଏମଆଇ ଇଲେକ୍ଟ୍ରିକ୍ ଟୁଥବ୍ରଶ୍ T100ରେ ଡୁଆଲ-ପ୍ରୋ ବ୍ରଶ ମୋଡ୍ ଅଛି ଏବଂ ଇକ୍ୟୁକ୍ଲିନ ଅଟୋ ଟାଇମର ରହିଛି । ଯାହା ୟୁଜର୍ସଙ୍କ ଦାନ୍ତ ସଫା କରିବାରେ ସାହାଯ୍ୟ କରିବ ।

ଏମଆଇ ଇଲେକ୍ଟ୍ରିକ୍ ଟୁଥବ୍ରଶର ଦୁଇଟି ମୋଡ ଅଛି । ଗୋଟିଏ ଷ୍ଟାଣ୍ଡାର୍ଡ ଏବଂ ଅନ୍ୟ ଜେଣ୍ଟଲ ମୋଡ । ସେହିପରି ଏଥିରେ ବ୍ୟାଟେରୀ ସ୍ଥିତି ସୂଚାଇବା ପାଇଁ ଏକ ଏଲଇଡିର ଇଣ୍ଡିକେଟର ରହିଛି ।

ଏହି ଟୁଥବ୍ରଶର ଲଞ୍ଚ କରିବା ସମୟରେ କମ୍ପାନୀ ଦାବି କରିଛି ଯେ, ଗୋଟିଏ ଥର ଚାର୍ଜରେ ଏହା 30 ଦିନ ବ୍ୟାଟେରୀ ବ୍ୟାକଅପ୍ ଦେବ । ଅର୍ଥାତ ଯୁଜର୍ସ ଗୋଟିଏ ଥର ଚାର୍ଜ କରି 30 ଦିନ ପର୍ଯ୍ୟନ୍ତ ଏହି ବ୍ରଶର ବ୍ୟବହାର କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.