ETV Bharat / bharat

ମସାଜ ମେସିନରେ ଏକ କୋଟିର ଡ୍ରଗ୍ସ ଚାଲାଣ

ବୈଦ୍ୟୁତିକ ମସାଜ ମେସିନରେ ଡ୍ରଗ୍ସ ଚାଲାଣ । ବେଙ୍ଗାଲୁରୁ ବିମାନବନ୍ଦରର କଷ୍ଟମ ଅଧିକାରୀମାନେ ଏହାକୁ ଜବତ କରିଛନ୍ତି ।

author img

By

Published : Sep 9, 2020, 1:58 PM IST

ମସାଜ ମେସିନରେ ଏକ କୋଟିର ଡ୍ରଗ୍ସ ଚାଲାଣ
ମସାଜ ମେସିନରେ ଏକ କୋଟିର ଡ୍ରଗ୍ସ ଚାଲାଣ

ବେଙ୍ଗାଲୁରୁ: ବୈଦ୍ୟୁତିକ ମସାଜ ମେସିନରେ ଡ୍ରଗ୍ସ ଚାଲାଣ । ବେଙ୍ଗାଲୁରୁ ବିମାନବନ୍ଦରର କଷ୍ଟମ ଅଧିକାରୀମାନେ ଏହାକୁ ଜବତ କରିଛନ୍ତି । ଏହି ମେସିଲରେ ମାରାକ୍ସି ଡ୍ରଗ୍ ଚାଲାଣ କରାଯାଉଥିଲା ।

ଏନେଇ ବିମାନବନ୍ଦରରେ ପୋଲିସକୁ ସତର୍କ କରାଯାଇଛି । ବାଙ୍ଗାଲୋର ଅନ୍ତର୍ଜାତୀୟ କ୍ୟୁରିଅର୍ ସେଣ୍ଟରରେ ହୋଇଥିବା ଏକ ଯାଞ୍ଚରୁ ଜଣାପଡିଛି ଯେ, 1980gm MDMA / EcTasi ଟାବଲେଟ୍ ଚାଲାଣ ହେଉଛନ୍ତି । ପ୍ରାୟ 1 କୋଟି ମୂଲ୍ୟର ଏହି ଡ୍ରଗ୍ସ । ତେବେ ବେଲଜିୟମରୁ ଏହା ଚାଲାଣ କରାଯାଉଥିଲା ବେଳେ କେଉଁଆଡେ ଏହାକୁ ପଠାଯାଉଥିଲା ସେ ନେଇ ଜଣାପଡିନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.