ETV Bharat / bharat

ମହଙ୍ଗା ହେଲା ବାବା ମହାକାଳଙ୍କ ଦର୍ଶନ, ଖର୍ଚ୍ଚାନ୍ତ ହେବେ ଶ୍ରଦ୍ଧାଳୁ

ବାବା ମହାକାଳେଶ୍ବର ମନ୍ଦିରର ପୂଜା ବିଧିରେ ଖର୍ଚ୍ଚ ହେଉଥିବା ରାଶିରେ ବୃଦ୍ଧି । ଅଧିକ ସମ୍ପୂର୍ଣ୍ଣ ପଢନ୍ତୁ....

author img

By

Published : Dec 10, 2019, 3:11 PM IST

BABA MAHAKAL
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୈନରେ ଥିବା ବିଶ୍ବ ପ୍ରସିଦ୍ଧ ବାବା ମହାକାଳଙ୍କର ଦର୍ଶନ ଓ ପୂଜା କରିବା ଏବେ ଭକ୍ତଙ୍କ ପାଇଁ ମହଙ୍ଗା ହୋଇଯାଇଛି । ପୂଜା ଓ ଅଭିଷେକ କରିବାପାଇଁ ଖର୍ଚ୍ଚ ହେଉଥିବା ରାଶିରେ ଏବେ ବୃଦ୍ଧି କରାଯାଇଛି। ମହା ରୁଦ୍ରାଭିଷେକ କରିବାପାଇଁ ପୂର୍ବରୁ 11 ହଜାର ଟଙ୍କାର ଦାନ ରାଶି ଦେଉଥିବାବେଳେ ଏବେ ମନ୍ଦିର ପ୍ରଶାସନ ପକ୍ଷରୁ ଏଥିରେ ବୃଦ୍ଧି କରାଯାଇ 15 ହଜାର କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହାସହିତ ସାମାନ୍ୟ ପୂଜା, ଶିବ ମହିମା ପାଠ, ଶିବ ମହିମ ସ୍ତୋତ୍ର ଏବଂ ରୁଦ୍ର ପାଠ ଆଦିରେ ଦୁଇଗୁଣା ବୃଦ୍ଧି କରାଯାଇଛି । ଏହା ଚଳିତମାସ 5 ତାରିଖରୁ ଲାଗୁ ହୋଇଯାଇଛି। ଉଜ୍ଜୈନ ମହାକାଳେଶ୍ବର ମନ୍ଦିର ସମିତି ପକ୍ଷରୁ ଅକ୍ଟୋବର 10ରେ ବସିଥିବା ବୈଠକରେ ସମସ୍ତ ପ୍ରକାର ପୂଜା ପାଇଁ ଲାଗୁଥିବା ରାଶି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ନୂତନ ଦାନ ରାଶି ଗତ ଗୁରୁବାର ଠାରୁ ଲାଗୁ ହୋଇଛି। ଏହା ପୂର୍ବରୁ ବୁଧବାର ପର୍ଯ୍ୟନ୍ତ 2003 ଡିସେମ୍ବର 24 ତାରିଖରେ ହୋଇଥିବା ନିଷ୍ପତ୍ତି ହିସାବରେ ରାଶି ପ୍ରଦାନ କରାଯାଉଥିଲା । ମନ୍ଦିର ସମିତିର ପ୍ରଶାସକ ଏସଏସ ରାଓ୍ବତ କହିଛନ୍ତି ଯେ, ମନ୍ଦିର ପୂଜା ପାଇଁ ଦାନରେ ପରିବର୍ତ୍ତନ 16 ବର୍ଷ ପରେ ବୃଦ୍ଧି କରାଯାଇଛି ।

ସମିତି ମନ୍ଦିରର ବିକାଶକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛି । ଏହାଦ୍ବାରା ମନ୍ଦିରର ବିକାଶରେ ଶ୍ରଦ୍ଧାଳୁଙ୍କ ସହଯୋଗ ବଢିବ । ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନୂଆ ସୁବିଧା ମଧ୍ୟ କରାଯାଇପାରିବ । ତେବେ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ମହା ରୁଦ୍ରାଭିଷେକ ପାଇଁ 15 ହଜାର ଟଙ୍କା ଦେବାକୁ ପଡିବ । ଆଗରୁ ଏହା 11 ହଜାର ଥିଲା । ମନ୍ଦିର ସମିତି ମହା ମୃତ୍ୟୁଞ୍ଜୟ ପାଠ କରିବା ପାଇଁ ଯଥାବିଧ 15 ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି।

Intro:उज्जैन बाबा महाकाल के दर्शन पूजन हुआ महंगा, श्रद्धालुो की जेब पर पड़ेगा दुगना भार।

Body:उज्जैन बाबा महाकाल के दर्शन पूजन करना अब महंगे हो गए हे महाकालेश्वर मंदिर में पूजा-अभिषेक के लिए लगने वाले दान की राशि में बढ़ोतरी की गई है। महारुद्राभिषेक के लिए अब मंदिर प्रबंध समिति को 15,000 रुपए दान राशि चुकाना होगी। इसके पहले 11,000 रुपए दान देना होता था। मंदिर प्रबंध समिति ने महामृत्युंजय पाठ का दान यथावत 15,000 रुपए ही रखा है। इसी के साथ सामान्य पूजा, शिव महिम्न पाठ, शिव महिम्न स्‍तोत्र एवं रूद्र पाठ आदि में दोगुनी वृद्धि किए जाने का निर्णय लिया गया। जो 05 दिसम्‍बर से प्रभावशील कर दी गयी है।

Conclusion:उज्जैन महाकालेश्वर मंदिर प्रबंध समिति की 10 अक्टूबर को हुई बैठक में सभी तरह के पूजन के लिए लगने वाली राशि बढ़ाने का फैसला लिया था। नई दान राशि गुरुवार से लागू कर दी गई है। इसके पहले 24 दिसंबर 2003 को हुई मंदिर समिति की बैठक में दरें बढ़ाई गई थीं। वह दरें बुधवार तक लागू थी। इस बीच अक्टूबर में हुई मंदिर समिति की बैठक में पूर्व से लागू दरों में दोगुना वृद्धि करने का निर्णय लिया था। प्रबंध समिति के प्रशासक एसएस रावत ने बताया मंदिर में पूजन के लिए समिति द्वारा लिए जाने वाले दान में 16 साल बाद बढ़ोतरी की गई है। समिति ने मंदिर की बढ़ती व्यवस्था और विकास को ध्यान में रख कर यह निर्णय लिया है। इससे मंदिर के विकास में श्रद्धालुओं का सहयोग बढ़ेगा। श्रद्धालुओं के लिए नई सुविधाएं जुटाई जा सकेंगी। अब दर्शनार्थियो को महारुद्राभिषेक के लिए अब मंदिर प्रबंध समिति को 15,000 रुपए दान राशि चुकाना होंगे। इसके पहले 11,000 रुपए दान देना होता था। मंदिर प्रबंध समिति ने महामृत्युंजय पाठ का दान यथावत 15,000 रुपए ही रखा है। इसी के साथ सामान्य पूजा, शिव महिम्न पाठ, शिव महिम्न स्‍तोत्र एवं रूद्र पाठ आदि में दोगुनी वृद्धि किए जाने का निर्णय लिया गया हे।

महामृत्युंजय पाठ पर दान नहीं बढ़ाया

दान पहले अब

सामान्य पूजा 50 100

अभिषेक शिव महिम्न पाठ 100 200

रूद्राभिषेक वैदिक पूजा 150 300

रूद्राभिषेक एकादशनी 250 500

रूद्राभिषेक रूद्रपाठ 500 1000

भांग शृंगार 500 1100

ध्वज चढ़ाना 250 1100

लघुरूद्राभिषेक 1500 3000

महारूद्रा‍भिषेक 11000 15000

महामृत्युंजय पाठ 15000 यथावत

बाइट सुजान सिंह रावत मंदिर प्रसाशक

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.