ବେଜିଂ: ବିଶ୍ବର ପ୍ରଥମ ନ୍ୟୁଜ ଆଙ୍କର ଭାବେ ଚୀନର ଏକ ଫେମସ ନ୍ୟୁଜ ଚ୍ୟାନେଲର ଖବର ପଢିଲେ ରୋବୋ ଆଙ୍କର । ବେଜିଂରେ ହେବାକୁ ଥିବା ସାଂସଦ ବୈଠକରେ ଭାଗନେବାକୁ ଥିବା ପ୍ରତିନିଧିଙ୍କ ବିଷୟରେ ଖବର ପଢିଥିଲେ ଏହି ଆଙ୍କର । ଠିକ ମଣିଷ ଭଳି ଖବର ଉପସ୍ଥାପନ କରିଛନ୍ତି ଏହି ଲେଡି ରୋବୋ ଆଙ୍କର ।
ଏହି ରୋବୋ ଆଙ୍କରଙ୍କ ନାମ ଜି ଜିଆଓମେଙ୍ଗ । ଜଣେ ଆଙ୍କର ଯେମିତି ଲୁକରେ ନ୍ୟୁଜ ଉପସ୍ଥାପନ କରିଥାଏ ସେମିତି ହିଁ ଏହି ରୋବୋ ଆଙ୍କର ଗୋଲାପୀ ରଙ୍ଗର ପୋଷାକ ସହ ଛୋଟ ହେୟାର ଷ୍ଟାଇଲରେ ଟିଭିରେ ନଜର ଆସିଛନ୍ତି । ସେ ମଣିଷ ଠାରୁ କମ ନୁହେଁ ବୋଲି ଜଣାପଡୁଛି ।
Remember Xinhua's first #AI anchor "who" made his first appearance last year? Now he can make more hand gestures and facial expressions! He also now has a colleague as Xinhua unveils the world's first female AI anchor pic.twitter.com/M96OHtV9kN
— China Xinhua Sci-Tech (@XHscitech) February 21, 2019 " class="align-text-top noRightClick twitterSection" data="
">Remember Xinhua's first #AI anchor "who" made his first appearance last year? Now he can make more hand gestures and facial expressions! He also now has a colleague as Xinhua unveils the world's first female AI anchor pic.twitter.com/M96OHtV9kN
— China Xinhua Sci-Tech (@XHscitech) February 21, 2019Remember Xinhua's first #AI anchor "who" made his first appearance last year? Now he can make more hand gestures and facial expressions! He also now has a colleague as Xinhua unveils the world's first female AI anchor pic.twitter.com/M96OHtV9kN
— China Xinhua Sci-Tech (@XHscitech) February 21, 2019
ଗତବର୍ଷ ଜଣେ ପୁରୁଷ ରୋବୋ ଆଙ୍କର ଖବର ପଢିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କ ପରେ ଏ ହେଉଛନ୍ତି ବିଶ୍ବର ପ୍ରଥମ ମହିଳା ରୋବୋ ଆଙ୍କର ।