ଉତ୍ତରାଖଣ୍ଡ: ଡେରାଡୁନର ଆଜୀଭିକା ଏଜୁକେସନର କିଛି ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପ୍ରସ୍ତୁତ କରି ପଠାଇଛନ୍ତି । କିଛି କ୍ୟାବିନେଟ ମନ୍ତ୍ରୀ ଓ ଯବାନଙ୍କୁ ମଧ୍ୟ ରାକ୍ଷୀ ପଠାଇଛନ୍ତି । ରାକ୍ଷୀକୁ ସ୍ବାଧୀନତା ଦିବସ ଥିମ ସହ ଧାନରେ ପ୍ରସ୍ତୁତ କରାଯାଇଛି ।
ମହିଳାଙ୍କ କହିବାନୁସାରେ, ଆର୍ଟିକିଲ-370ର ପୁର୍ନଗଠନ ଓ ଚାଷୀଙ୍କ ଜୀବନକୁ ସରଳ କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ସ୍ବରୂପ ରାକ୍ଷୀ ପଠାଇଛନ୍ତି । ଅନ୍ୟପକ୍ଷେ ଦେଶର ସୁରକ୍ଷା ପାଇଁ ଯବାନମାନେ ସର୍ବଦା ଜାଗ୍ରତ ରହୁଥିବାରୁ ସ୍ବାଧୀନତା ଥିମ ରାକ୍ଷୀ ପ୍ରସ୍ତୁତ କରାଯାଇଛି ବୋଲି ଗୋଷ୍ଠୀର ଜଣେ ମହିଳା ସଦସ୍ୟ କହିଛନ୍ତି ।
ନିକଟରେ ଲୋକସଭାରେ ଜମ୍ମୁ-କାଶ୍ମୀରକୁ ଆର୍ଟିକିଲ-370ରୁ ମୁକ୍ତ କରାଯିବା ସହ ଏହାର ପୁର୍ନଗଠନ ପାଇଁ ବିଲ ପାରିତ ହୋଇଛି । ଏହାସହ ଲଦାଖ ଓ ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପଠାଇଲେ ଡେରାଡୁନ ମହିଳା - ଡେରାଡୁନ ମହିଳା
ଡେରାଡୁନର ମହିଳା ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପଠାଇଛନ୍ତି । ଆର୍ଟିକିଲ-370 ପାଇଁ କରିଛନ୍ତି ଧନ୍ୟବାଦ ।
ଉତ୍ତରାଖଣ୍ଡ: ଡେରାଡୁନର ଆଜୀଭିକା ଏଜୁକେସନର କିଛି ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ପ୍ରସ୍ତୁତ କରି ପଠାଇଛନ୍ତି । କିଛି କ୍ୟାବିନେଟ ମନ୍ତ୍ରୀ ଓ ଯବାନଙ୍କୁ ମଧ୍ୟ ରାକ୍ଷୀ ପଠାଇଛନ୍ତି । ରାକ୍ଷୀକୁ ସ୍ବାଧୀନତା ଦିବସ ଥିମ ସହ ଧାନରେ ପ୍ରସ୍ତୁତ କରାଯାଇଛି ।
ମହିଳାଙ୍କ କହିବାନୁସାରେ, ଆର୍ଟିକିଲ-370ର ପୁର୍ନଗଠନ ଓ ଚାଷୀଙ୍କ ଜୀବନକୁ ସରଳ କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ସ୍ବରୂପ ରାକ୍ଷୀ ପଠାଇଛନ୍ତି । ଅନ୍ୟପକ୍ଷେ ଦେଶର ସୁରକ୍ଷା ପାଇଁ ଯବାନମାନେ ସର୍ବଦା ଜାଗ୍ରତ ରହୁଥିବାରୁ ସ୍ବାଧୀନତା ଥିମ ରାକ୍ଷୀ ପ୍ରସ୍ତୁତ କରାଯାଇଛି ବୋଲି ଗୋଷ୍ଠୀର ଜଣେ ମହିଳା ସଦସ୍ୟ କହିଛନ୍ତି ।
ନିକଟରେ ଲୋକସଭାରେ ଜମ୍ମୁ-କାଶ୍ମୀରକୁ ଆର୍ଟିକିଲ-370ରୁ ମୁକ୍ତ କରାଯିବା ସହ ଏହାର ପୁର୍ନଗଠନ ପାଇଁ ବିଲ ପାରିତ ହୋଇଛି । ଏହାସହ ଲଦାଖ ଓ ଜମ୍ମୁ-କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି ।
BLANK
Conclusion: