ETV Bharat / bharat

ମହିଳାଙ୍କୁ ବସଉଠ କରାଇଲା ରାଜସ୍ଥାନ ପୋଲିସ - ମହିଳାଙ୍କୁ ବସଉଠ କରାଇଲା ରାଜସ୍ଥାନ ପୋଲିସ

ଲକଡାଉନ ସମୟରେ ରାଜସ୍ଥାନରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ କିଛି ନାଗରିକ ଓ ମହିଳାଙ୍କୁ ରାଜସ୍ଥାନ ପୋଲି ବସ ଉଠ କରାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବରିଷ୍ଠ ନାଗରିକ ଓ ମହିଳାଙ୍କୁ ବସଉଠ କରାଇଲା ରାଜସ୍ଥାନ ପୋଲିସ

author img

By

Published : May 11, 2020, 4:42 PM IST

ଜୟପୁର: କୋରୋନା ପାଇଁ ଲକଡାଉନ ଦେଶ । ଅତ୍ୟାବଶ୍ୟକୀୟ ନଥିଲେ କେହି ବାହାରକୁ ବାହାରୁ ନାହାଁନ୍ତି । ଏଭଳି ସ୍ଥିତିରେ ରାଜସ୍ଥାନରେ ଏକ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ କିଛି ବରିଷ୍ଠ ନାଗରିକ ଓ କିଛି ମହିଳାଙ୍କୁ ପୋଲିସ ବସ ଉଠ କରାଉଥିବାର ଦେଖିବାକୁ ମିଳିଛି ।

  • शर्मनाक !

    आखिर पुलिस की ऐसी कौन सी मजबूरी थी कि इन महिलाओं के साथ (जिनमें वृद्धा भी शामिल हैं) ये अमानवीयता बरती गई ?
    कृपया संज्ञान लें @NCWIndia @sharmarekha @RajCMO @ashokgehlot51 https://t.co/OFgBO2qOm8

    — BJP Rajasthan (@BJP4Rajasthan) May 10, 2020 " class="align-text-top noRightClick twitterSection" data=" ">

ଏହି ଭିଡିଓକୁ ରାଜସ୍ଥାନ ବିଜେପିର ରାଜ୍ୟ ମୁଖପାତ୍ର ଲକ୍ଷ୍ମୀକାନ୍ତ ଭରଦ୍ୱାଜ ସେୟାର କରିଛନ୍ତି। ପରେ ଏହି ଭିଡିଓକୁ ବିଜେପି ରାଜସ୍ଥାନର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ରିଟ୍ୱିଟ କରାଯାଇଥିଲା। ସୂଚନାଯୋଗ୍ୟ ଟ୍ୱିଟରେ ଭିଡିଓର ସଠିକ ସ୍ଥାନ ଉଲ୍ଲେଖ କରାଯାଇ ନାହିଁ ।

ଘଟଣାର ଯାଞ୍ଚ କରିବା ପରେ ଏହି ଭିଡିଓଟି 20 ଦିନିର ପୁରୁଣା ଭିଡିଓ । ଭିଲୱାର ଜିଲ୍ଲାର କିଛି ମହିଳା ବେଆଇନ ଭାବେ କାଠ କାଟିବାକୁ ଯାଇ ଧରାପଡିଥିଲେ । ସେମାନଙ୍କ ଦଣ୍ଡ ଦେବାକୁ ଯାଇ ପୋଲିସ ବସ ଉଠ କରାଇଛି । ସେପଟେ, ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ରାଜସ୍ଥାନ ପୋଲିସ ମୁଖ୍ୟ ଡିଜିପି ଭୂପେନ୍ଦ୍ର ସିଂ କହିଛନ୍ତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.