ETV Bharat / bharat

ଦିନକରେ ଦେଶରେ 53,370 ନୂଆ ଆକ୍ରାନ୍ତ ଚିହ୍ନଟ, 682 ମୃତ

author img

By

Published : Oct 24, 2020, 10:06 AM IST

24 ଘଣ୍ଟାରେ ଦେଶରେ 53,370 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 650 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 78 ଲକ୍ଷ 14 ହଜାର 682ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଗୋଚିଏ ଦିନରେ ଦେଶରେ 53,370 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଦିନକୁ ଦିନ ହ୍ରାସ ପାଉଛି । ଯାହା ଦେଶବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 53,370 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 650 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 78 ଲକ୍ଷ 14 ହଜାର 682ରେ ପହଞ୍ଚିଛି ।

ସେହିପରି 24 ଘଣ୍ଟାରେ ଦେଶରେ 67,549 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ 70 ଲକ୍ଷ 16 ହଜାର 46 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 24 ଘଣ୍ଟାରେ 14,829 ଆକ୍ରାନ୍ତ ଆକ୍ଟିଭ ସହ ଦେଶରେ ମୋଟ ଆକ୍ଟିଭ ମାମଲା 6 ଲକ୍ଷ 80 ହଜାର 680ରେ ପହଞ୍ଚିଛି ।

ଏହାଛଡା 24 ଘଣ୍ଟାରେ 682 ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ ଏଯାବତ୍ ମାରାତ୍ମକ ଭାଇରସରେ 1 ଲକ୍ଷ 17 ହଜାର 956ରେ ପହଞ୍ଚିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.