ETV Bharat / bharat

ବିନା ଅସ୍ତ୍ରରେ ଯବାନଙ୍କୁ ଚୀନ ସହ ଲଢିବାକୁ ଛାଡିବା ପାଇଁ ଦାୟୀ କିଏ: ରାହୁଲ

author img

By

Published : Jun 18, 2020, 2:07 PM IST

ଲଦାଖ ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ତେବେ ଏଥିଲାଗି କିଏ ଦାୟୀ । କିଏ ଯବାନ ମାନଙ୍କୁ ବିନା ଅସ୍ତ୍ରରେ ସେମାନଙ୍କ ସହ ଲଢିବା ପାଇଁ ଛାଡିଥିଲା ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ।

ବିନା ଅସ୍ତ୍ରରେ ଯବାନଙ୍କୁ ଚୀନ ସହ ଲଢିବାକୁ ଛାଡିବା ପାଇଁ ଦାୟୀ କିଏ: ରାହୁଲ
ବିନା ଅସ୍ତ୍ରରେ ଯବାନଙ୍କୁ ଚୀନ ସହ ଲଢିବାକୁ ଛାଡିବା ପାଇଁ ଦାୟୀ କିଏ: ରାହୁଲ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ତେବେ ଏଥିଲାଗି କିଏ ଦାୟୀ । କିଏ ଯବାନ ମାନଙ୍କୁ ବିନା ଅସ୍ତ୍ରରେ ସେମାନଙ୍କ ସହ ଲଢିବା ପାଇଁ ଛାଡିଥିଲା ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି ।

ଆଜି ନିଜ ଟ୍ବିଟର ହ୍ୟାଣ୍ଡଲରେ ସେ ଏନେଇ ଏକ ଭିଡିଓ ପୋଷ୍ଟ କରିବା ସହ କିଏ ଦାୟୀ ବୋଲି ଲେଖିଛନ୍ତି । ଭିଡିଓରେ ସେ କହିଛନ୍ତି,‘ଚୀନ ଭାରତର ଅସ୍ତ୍ରବିହୀନ ସୈନ୍ୟଙ୍କର ହତ୍ୟା କରି ଏକ ବଡ ଅପରାଧ କରିଛି । ମୁଁ ଜାଣିବାକୁ ଚାହୁଁଛି ଏହି ବୀରମାନଙ୍କୁ ବିନା ଯୁଦ୍ଧାସ୍ତ୍ରରେ କିଏ ବିପଦ ମୁହଁକୁ ଠେଲିଥିଲା । କାହିଁକି ପଠାଇଥିଲା ଓ ଏଥିଲାଗି କି ଦାୟୀ ।’

ସୂଚନାଥାଉକି, ଜୁନ 15-16 ରାତିରେ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତର 20 ଯବାନ ଶହୀଦ ହୋଇଥିବାବେଳେ ଚୀନର 43 ସୈନ୍ୟ ମୃତାହତ ହୋଇଛନ୍ତି ବୋଲି ସୂଚନା ମିଳିଥିଲା ।

For All Latest Updates

TAGGED:

Rahul Gandhi
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.