ETV Bharat / bharat

ପ୍ରତି ୧୦ ଜଣରେ ଜଣେ କୋରୋନା ସଂକ୍ରମିତ ହେବା ଆଶଙ୍କା: WHO - ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ଜରୁରୀକାଳୀନ ବିଭାଗର ପ୍ରମୁଖ ସୋମବାର କହିଛନ୍ତି ଯେ, ସମଗ୍ର ବିଶ୍ଵରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇ ପାରନ୍ତି। ଅଧିକ ପଢନ୍ତୁ...

WHO: 1 in 10 people may have contracted COVID-19
ପ୍ରତି ୧୦ ଜଣରେ ଜଣେ କୋରୋନା ସଂକ୍ରମିତ ହେବା ଆଶଙ୍କା: WHO
author img

By

Published : Oct 6, 2020, 2:20 PM IST

ନୂଆଦିଲ୍ଲୀ: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ଜରୁରୀକାଳୀନ ବିଭାଗର ପ୍ରମୁଖ ସୋମବାର କହିଛନ୍ତି ଯେ, ସମଗ୍ର ବିଶ୍ଵରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇ ପାରନ୍ତି। COVID-19 ଉପରେ ଧ୍ୟାନ ଦେଇ WHO ର 34 ସଦସ୍ୟ ବିଶିଷ୍ଟ କାର୍ଯ୍ୟକାରୀ ବୋର୍ଡର ଏକ ବୈଠକରେ ଡ.ମାଇକେଲ ରୟାନ କହିଛନ୍ତି ଯେ, ସହରାଞ୍ଚଳଠୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଉପରେ ଏହା ଆଧାରିତ, ଏହାର ଅର୍ଥ ହେଉଛି “ବିଶ୍ବର ଅଧିକାଂଶ ଅଞ୍ଚଳ କୋରୋନା ପ୍ରବଣ ଅର୍ଥାତ ସଙ୍କଟରେ ଅଛି ବୋଲି ସେ କହିଛନ୍ତି।"

ବର୍ତ୍ତମାନର ଅନୁମାନ ଅନୁଯାୟୀ ବିଶ୍ଵ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ କaରୋନା ସଂକ୍ରମିତ ହୋଇ ପାରନ୍ତି। ମୋଟ୍ ୭୬୦ ମିଲିୟନ ଜନସଂଖ୍ୟା ଉପରେ ଏହି ଆକଳନ କରାଯାଇଛି। ଡବ୍ଲ୍ୟୁଏଚଓ ଓ ଜନ ହପକିନ୍ସ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ବିଶ୍ଵରେ ୩୫ ମିଲିୟନ ଅର୍ଥାତ ୩ କୋଟି ୫୦ ଲକ୍ଷରୁ ଅଧିକ ରହିଛି। ବିଶ୍ଵ ବର୍ତ୍ତମାନ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ରିୟାନ ଚେତାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.