ETV Bharat / bharat

କେନ୍ଦ୍ର ଯୋଜନାରୁ ବଞ୍ଚିତ ପଶ୍ଚିମବଙ୍ଗ ଚାଷୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ - ପଶ୍ଚିମବଙ୍ଗ କୃଷ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର । ଏହି ଚିଠିରେ ପଶ୍ଚିମବଙ୍ଗରେ କୃଷକଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ । ଅଧିକ ପଢନ୍ତୁ...

କେନ୍ଦ୍ର ଯୋଜନାରୁ ବଞ୍ଚିତ ପଶ୍ଚିମବଙ୍ଗ କୃଷକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

author img

By

Published : Aug 10, 2020, 4:07 PM IST

କୋଲକାତା: ପଶ୍ଚିମବଙ୍ଗ ସରକାର ଚାଷୀଙ୍କୁ କେନ୍ଦ୍ର ଯୋଜନା ଓ ସୁବିଧାରୁ ବଞ୍ଚିତ କରୁଥିବା ନେଇ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି । ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟପାଳ ଜଗଦୀପ ଧନକର ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର । ଏହି ଚିଠିରେ ପଶ୍ଚିମବଙ୍ଗରେ କୃଷକଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ଏହି ଚିଠିରେ ଲେଖିଛନ୍ତି, ରାଜ୍ୟରେ 70 ଲକ୍ଷ ଚାଷୀଙ୍କୁ ପିଏମ-କିସାନ ସମ୍ମାନ ନିଧି ଯୋଜନାର ଲାଭରୁ ବଞ୍ଚିତ ରଖାଯାଇଛି । ସେ କହିଛନ୍ତି, ସମଗ୍ର ଦେଶରେ କୃଷକଙ୍କୁ 12000 ଟଙ୍କାର ସହାୟତା ଅର୍ଥ ମିଳିଛି । ହେଲେ ପଶ୍ଚିମବଙ୍ଗର କୃଷକଙ୍କୁ ରାଜ୍ୟସରକାର ଏହି ସହାୟତାର ଲାଭରୁ ବଞ୍ଚିତ ରଖିଛନ୍ତି । ରାଜ୍ୟସରକାରଙ୍କୁ କେବଳ କୃଷକଙ୍କୁ ଚିହ୍ନଟ କରିବାର ଥିଲା । ହେଲେ ସରକାର ତାହା କରିନାହାନ୍ତି । ଏହା ବଡ ଦୁଃଖଦାୟକ ବୋଲି ରାଜ୍ୟପାଳ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.