ETV Bharat / bharat

ପରୀକ୍ଷା ପ୍ରଶ୍ନରେ ଗାନ୍ଧୀଙ୍କୁ ଅପମାନ, ପିଲାଙ୍କୁ ଦିଆଯାଉଛି ଭୂଲ ସୂଚନା

ମହାତ୍ମା ଗାନ୍ଧୀ ଆତ୍ମହତ୍ୟା କରିବା ପାଇଁ କ'ଣ କରିଥିଲେ ? ଏହି ପ୍ରଶ୍ନଟି ଗୁଜୁରାଟରେ ଆଞ୍ଜଳିକ ଭାଷାରେ(ଗୁଜୁରାଟି) ପରୀକ୍ଷା ଦେଉଥିବା ନବନ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ଥିଲା ।

ଫାଇଲ ଫଟୋ
author img

By

Published : Oct 14, 2019, 5:08 AM IST

ଗୁଜୁରାଟ: ଜାତିର ପିତାଙ୍କୁ ଅସମ୍ମାନ । ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ଅଜବ ପ୍ରଶ୍ନ ପଚରା ଯିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।

ତେବେ ପ୍ରଶ୍ନଟି ଥିଲା, ମହାତ୍ମା ଗାନ୍ଧୀ ଆତ୍ମହତ୍ୟା କରିବା ପାଇଁ କ'ଣ କରିଥିଲେ ? ଏହି ପ୍ରଶ୍ନଟି ଗୁଜୁରାଟର ଆଞ୍ଚଳିକ ଭାଷାରେ(ଗୁଜୁରାଟି) ପରୀକ୍ଷା ଦେଉଥିବା ନବନ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ଥିଲା । ଯାହା ପାଇଁ 4 ମାର୍କ ରଖାଯାଇଥିଲା ।

କେବଳ ଏତିକି ନୁହେଁ, ସେଠାର ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପରୀକ୍ଷାରେ ମଧ୍ୟ ଅଦ୍ଭୁତ ପ୍ରଶ୍ନ ଆସିଥିଲା । ସେହି ପ୍ରଶ୍ନପତ୍ରରେ ଲେଖାଥିଲା, ଆପଣଙ୍କ ଅଞ୍ଚଳରେ ମଦ ବିକ୍ରି ଏବଂ ମଦ୍ୟପଙ୍କ ଆତଙ୍କ ବଢି ଯାଇଛି । ଏହାର ଅଭିଯୋଗ କରି ଜିଲ୍ଲା ପୋଲିସ ଅଧକ୍ଷୀଙ୍କୁ ଏକ ପତ୍ର ଲେଖନ୍ତୁ । ଏହି ପ୍ରଶ୍ନ ପାଇଁ 5 ମାର୍କ ରଖାଯାଇଥିଲା ।

ରିପୋର୍ଟ ଅନୁସାରେ, ଏହି ଦୁଇଟି ପ୍ରଶ୍ନ ଶନିବାର ଗାନ୍ଧୀନଗର ସ୍ଥିତ ବିକାଶସଙ୍କୁଳ ସ୍କୁଲରେ ଗୁଜୁରାଟି ବିଷୟରେ ପରୀକ୍ଷା ପ୍ରଶ୍ନପତ୍ରରେ ଆସିଥିଲା । ଯାହାକୁ ନେଇ ଏବେ ଦେଖା ଦେଇଛି ବିବାଦ ।

ଏନେଇ ଗୁଜୁରାଟର ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂହ ଚୁଡାସମା କହିଛନ୍ତି, ଏହା ଗୁଜୁରାଟ ରାଜ୍ୟ ଶିକ୍ଷା ବୋର୍ଡର ପ୍ରଶ୍ନପତ୍ର ନୁହେଁ ।

Intro:Body:

f

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.