ETV Bharat / bharat

ଏଥର ଲେହେଙ୍ଗା ନୁହେଁ, ହେଲମେଟ ପିନ୍ଧି ଗରବା କରୁଛନ୍ତି ନୃତ୍ୟଶିଳ୍ପୀ - wearing helmet and under water garba dance

ଗରବା ନୃତ୍ୟର ନୂଆ ଷ୍ଟାଇଲ । ଗୁଜୁରାଟ ଅହମ୍ମଦାବାଦରେ ପାଣି ଭିତରେ ଗରବା କରି ଚର୍ଚ୍ଚାରେ ଗରବା ଲଭର୍ସ । ଅନ୍ୟପଟେ ରାଜକୋଟରେ ହେଲମେଟ ପିନ୍ଧି କରିଛନ୍ତି ଗରବା ନୃତ୍ୟ।

ଡିଜାଇନ ଫଟୋ
author img

By

Published : Sep 21, 2019, 1:04 PM IST

ଗାନ୍ଧୀନଗର: ଗୁଜୁରାଟର ପ୍ରସିଦ୍ଧ ପାରମ୍ପରିକ ନୃତ୍ୟ ଗରବା । ପ୍ରତିବର୍ଷ ନବରାତ୍ରୀରେ ଏହି ନୃତ୍ୟ କରିଥାନ୍ତି ଗରବା ଲଭର୍ସ। ଚଳିତ ବର୍ଷ 29 ତାରିଖରୁ ଆରମ୍ଭ ହେବ ନବରାତ୍ରୀ । ତେଣୁ ଏଥିନେଇ ଚାଲିଛି ପୂର୍ବ ପ୍ରସ୍ତୁତି।

ଏହି ଅବସରରେ ଗୁଜୁରାଟ ରାଜକୋଟ ଗୋଙ୍ଗଲ ଅଞ୍ଚଳରେ ଟ୍ରାଫିକ ସଚେତନତା ନେଇ ହେଲମେଟ ରାଲି କରାଯାଇଛି । ନବରାତ୍ରୀରେ ଲୋକଙ୍କୁ ସଚେତନ କରିବା ପାଇଁ ହେଲମେଟ ପିନ୍ଧି ଗରବା ନୃତ୍ୟ ପ୍ରଦର୍ଶନ କରିଛନ୍ତି ଉଭୟ ମହିଳା-ପୁରୁଷ ।

ଭିିଡିଓ ସୌଜନ୍ୟ: ଇଟିଭି ଭାରତ

ଅନ୍ୟପଟେ ଅହମ୍ମଦାବାଦରେ ଦେଖିବାକୁ ମିଳିଛି ଗରବା ନୃତ୍ୟର ଏକ ନୂଆ ଷ୍ଟାଇଲ । ଅହମ୍ମଦାବାଦର ଗରବା ଟ୍ରେନର ରେଖା ରଜନୀ କିଛି ଯୁବତୀଙ୍କୁ ନେଇ ଏହି ଗରବା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ଯେଉଁଥିରେ ଯୁବତୀମାନେ ଆକ୍ବା ଗରବା( ପାଣି ଭିତରେ ଗରବା ନୃତ୍ୟ) ପ୍ରଦର୍ଶନ କରିଛନ୍ତି । ରଙ୍ଗୀନ ଗରବା ପୋଷାକରେ ଯୁବତୀମାନେ ନାଚୁଥିବା ଦେଖିବାକୁ ମିଳିଛି ।

Intro:ગુજરાતના ગરબા પ્રેમીઓ જેની આતુરતાથી રાહ જોઈ રહ્યા છે, તેવા નવરાત્રિને હવે આંગળીના વેઢે ગણી શકાય તેટલા જ થોડાક જ દિવસો બાકી રહ્યા છે.ત્યારે એક તરફ બદલાયેલું વરસાદી વાતાવરણ અને હવામાન ખાતાના વરતારા ગરબા પ્રેમીઓમાં થોડી નિરાશા આપી શકે છે.

Body:ત્યારે અમદાવાદ ખાતે આવેલા કર્ણાવતી ક્લબમાં અમદાવાદની નવરાત્રિના ગરબા પ્રેમી બહેનો દ્વારા એક નવતર પ્રયોગ કરવામાં આવ્યો છે. આ અમદાવાદની ગરબા પ્રેમી બહેનો એ આજે એક્વા ગરબા એટલે કે પાણીમાં ગરબા કેવી રીતે રમી શકાય છે તેની પ્રેક્ટિસ કરી અને નવતર ચીલો ચિતરવાનો શરૂ કર્યો હતો.

Conclusion:રંગબેરંગી ચણીયાચોળી ડ્રેસીસ સાથે પાણીમાં જ ગરબા દાંડિયા સાથે ઉમળકાભેર પાણીમાં જ ગરબા રમતા આ બહેનો નો ઉત્સાહ જોઈને એક સમય તો લાગી આવે છે કે ગમે તેટલો વરસાદ પડશે પણ આ વખતે આ ગરબા પ્રેમીઓને ગરબા રમતાં કોઈ રોકી નહીં શકે. એપૃવ. ભરત પંચાલ.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.