ETV Bharat / bharat

ନିର୍ଭୟା ମାମଲା: ପୁନର୍ବିଚାର ଯାଚିକା ଖାରଜ ପରେ କଣ କହିଲେ ନିର୍ଭୟାଙ୍କ ବାପା ମାଆ

ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର ପୁନର୍ବିଚାର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ନିର୍ଭୟାଙ୍କ ମା ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି  ମୁଁ ଆଶା କରୁଛି ବହୁତ ଶୀଘ୍ର ନିର୍ଭୟାକୁ ନ୍ୟାୟ ମିଳିବ ।

nirbhaya case
ଫାଇଲ ଫଟୋ
author img

By

Published : Dec 18, 2019, 2:59 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅକ୍ଷୟ କୁମାର ସିଂହର ପୁନର୍ବିଚାର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ନିର୍ଭୟାଙ୍କ ମା ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୁଁ ଆଶା କରୁଛି ବହୁତ ଶୀଘ୍ର ନିର୍ଭୟାକୁ ନ୍ୟାୟ ମିଳିବ ।

ଅନ୍ୟପଟେ ଯେପର୍ଯ୍ୟନ୍ତ ପଟିୟାଲା ହାଉସ କୋର୍ଟରୁ ଡେଥ୍ ୱାରେଣ୍ଟ ଜାରି କରାଯାଇନାହିଁ ସେ ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ ଖୁସି ହୋଇ ପାରିବୁ ନାହିଁ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି ।

Intro:Body:

testing

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.