ETV Bharat / bharat

କଂଗ୍ରେସ ନେତା କେସି ଭେନୁଗୋପାଳଙ୍କ ଚିଠିର ଜବାବ ଦେଲା ଫେସବୁକ - କଂଗ୍ରେସ ନେତା କେସି ଭେନୁଗୋପାଳଙ୍କ ଚିଠି

କଂଗ୍ରେସ ମହାସଚିବ କେ.ସି ଭେନୁଗୋପାଳଙ୍କ ଲେଖିଥିବା ଚିଠିର ଜବାବ ରଖିଛି ଫେସବୁକ । ଆମେ ଅଣ ପକ୍ଷପାତୀ ଏବଂ ଆମର ପ୍ଲାଟଫର୍ମ ଏକ ଏପରି ସ୍ଥାନ, ଯେଉଁଠାରେ ଲୋକମାନେ ସ୍ବାଧୀନତାର ସହ ନିଜର ମତ ରଖିପାରିବେ ବୋଲି ଫେସବୁକ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁୁ...

କଂଗ୍ରେସ ନେତା କେସି ଭେନୁଗୋପାଳଙ୍କ ଚିଠିର ଜବାବ ଦେଲା ଫେସବୁକ

author img

By

Published : Sep 3, 2020, 5:05 PM IST

ନୂଆଦିଲ୍ଲୀ: ଫେସବୁକରେ ଆପତ୍ତିଜନକ ପୋଷ୍ଟ ମାମଲାରେ ଉପୁଜିଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ କଂଗ୍ରେସ ମହାସଚିବ କେ.ସି ଭେନୁଗୋପାଳଙ୍କ ଲେଖିଥିବା ଚିଠିର ଜବାବ ରଖିଛି ଫେସବୁକ ।

କଂଗ୍ରେସ ନେତା କେସି ଭେନୁଗୋପାଳଙ୍କ ଚିଠିର ଜବାବ ଦେଲା ଫେସବୁକ
କଂଗ୍ରେସ ନେତା କେସି ଭେନୁଗୋପାଳଙ୍କ ଚିଠିର ଜବାବ ଦେଲା ଫେସବୁକ

ଫେସବୁକ କହିଛି ଯେ, ଆମେ ଅଣ ପକ୍ଷପାତୀ ଏବଂ ଆମର ପ୍ଲାଟଫର୍ମ ଏକ ଏପରି ସ୍ଥାନ, ଯେଉଁଠାରେ ଲୋକମାନେ ସ୍ବାଧୀନତାର ସହ ନିଜର ମତ ରଖିପାରିବେ। ଆମେ ପକ୍ଷପାତର ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରୁ । ଏହାସହ ସମସ୍ତ ପ୍ରକାରର ଘୃଣା ଓ ଆପତ୍ତିଜନକ ମନ୍ତବ୍ୟର କଡା ନିନ୍ଦା କରୁ ବୋଲି ମତ ରଖିଛି ଫେସବୁକ ।

କେସି ଭେନୁଗୋପାଳ ଫେସବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ଇମେଲ ମାଧ୍ୟମରେ ଏକ ଚିଠି ଲେଖିଥିଲେ। ସେ ଜୁକରବର୍ଗଙ୍କୁ ପରାମର୍ଶ ଦେଇଥିଲେ ଯେ, ଫେସବୁକ ମୁଖ୍ୟାଳୟରୁ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ ଆରମ୍ଭ କରୁ ଏବଂ 2 ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରି ତଦନ୍ତ ରିପୋର୍ଟକୁ କମ୍ପାନୀ ବୋର୍ଡରେ ଦାଖଲ କରୁ। ଏହି ରିପୋର୍ଟକୁ ସାର୍ବଜନୀନ କରାଯିବା ଉଚିତ ବୋଲି ଭେନୁଗୋପାଳ ନିଜ ଚିଠିରେ ଉଲ୍ଲେଖ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.