ETV Bharat / bharat

ସାଇକେଲ ଆରୋହୀଙ୍କ ପାଇଁ ତିଆରି ହେଲା ହାରନେସ ଲାଇଟ

ସାଇକେଲ ଆରୋହୀଙ୍କ ପାଇଁ ନୂଆ ପ୍ରଡକ୍ଟ। ରାତିରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ତିଆରି ହୋଇଛି । ଅନ୍ଧାରରେ ଏହା ଚାଳକଙ୍କ ପାଇଁ ଲାଭ ଦାୟକ ହେବ । ଅନ୍ୟ ଗାଡି ଚାଳକ ଦୂରରୁ ଏହାକୁ ଦେଖି ସତର୍କତାର ସହ ଗାଡି ଚଳାଇବେ।

ପ୍ରତିକାତ୍ମକ ଫଟୋ
author img

By

Published : Mar 16, 2019, 1:07 PM IST

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ଘଟୁଛି ସଡକ ଦୁର୍ଘଟଣା । ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଆପଣାଉଛନ୍ତି ଗାଡି ଚାଳକ । ତେବେ ରାତିରେ ସାଇକେଲ ଚଳାଉଥିବା ଲୋକଙ୍କର ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଥାଏ । ଏଥିରୁ ବର୍ତ୍ତିବା ପାଇଁ ୱେଭି ନାମରେ ଏକ ଷ୍ଟାର୍ଟ ଅପ କମ୍ପାନୀ ନିର୍ମାଣ କରିଛନ୍ତି ହାରନେସ ଲାଇଟ । ଯାହା ସାଇକେଲ ଚଳାଇବା ବେଳେ ଚାଳକ ପିନ୍ଧି ପାରିବେ । ଅନ୍ଧାରରେ ଏହା ଚାଳକଙ୍କ ପାଇଁ ଲାଭଦାୟକ ହେବ । ଅନ୍ୟ ଗାଡି ଚାଳକ ଦୂରରୁ ଏହାକୁ ଦେଖି ସତର୍କତାର ସହ ଗାଡି ଚଳାଇବେ ।

ତେବେ ଆସନ୍ତୁ ଜାଣିବା ଏଥିରେ କଣ ରହିଛି ଖାସ

ୱେଭି ବଜାରକୁ ବିଭିନ୍ନ ପ୍ରକାର ପ୍ରଡକ୍ଟ ବନାଇଥାଏ । ହେଲେ ଏହି ହେଲମେଟ ଆଡପଟର ବା ହାରନେସ ଲାଇଟକୁ ଚାଳକ ପିନ୍ଧିବା ସହ ସାଙ୍ଗରେ ବ୍ୟାଗ ପ୍ୟାକ ବି ନେଇ ପାରିବେ । କମ୍ପାନୀ ଏଥିରେ ପାଖାପାଖି 200ରୁ ଅଧିକ ଏଲଇଡି ଲାଇଟ ବ୍ୟବହାର କରିଛି । ଯାହା ଚାଳକଙ୍କୁ କମ ଆଲୋକରେ ଦୃଶ୍ୟମାନ ବନେଇଥାଏ ।

ଏହି ଲାଇଟକୁ ଆପଣ ଅନ୍ୟ ହେଲମେଟର ଦୁଇ ପଟେ ଫିଟ କରିପାରିବେ । ଏହାଛଡା ଏକ ୱୟାରଲେସ ରିମୋଟ ମଧ୍ୟ ରହିଛି । ଏହି ରିମୋଟ ଦ୍ବାରା ହାରନେସ ଲାଇଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିବ । କେବଳ ଏତିକି ନୁହେଁ କମ୍ପାନୀ ଏଥିପାଇଁ ଖାସ ଆପ୍ଲିକେସନ ମଧ୍ୟ ବନେଇଛନ୍ତି । ଯାହା ଦ୍ବାରା ଆପଣ ଏହାର ବ୍ୟାଟେରୀ ଲେବଲ ଏବଂ ଅନ୍ୟ ନୋଟିଫିକେସନ ଆପଣଙ୍କ ସ୍ମାର୍ଟ ଫୋନରେ ଦେଖିପାରିବେ ।

ସ୍ଲଗ- ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 15/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁଣି ଜଣେ ନାବାଳିକାକୁ ସଙ୍ଘଵଧ ଭାବେ ଦୁଷ୍କର୍ମ କରାଯାଇଥିବା ଅଭଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ପଡୋଶି ପଶ୍ଚିମ ବଙ୍ଗ ନୟାଗ୍ରାମ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ଦୁର୍ଗାପୂଜା ସମୟରେ ରାଇବଣିଆ ଥାନା ଚୁଡାମଣିପୁରରୁ ୬ଜଣ ବଙ୍ଗୀୟ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିବା ସହ କାହାପାଖରେ କହିଲେ ଜୀବନରୁ ମାରିଦେବାକୁ  ଧମକ ଦେଇଥିଲେ। ସେହିଦିନରୁ ଝିଅଟି ଚୁପ ରହିଥିଲା। ମାତ୍ର ଦୁଷ୍କର୍ମ ବେଳର ଗୋଟିଏ ଭିଡ଼ିଓ  5ମାସ ପରେ  ମୋବାଇଲ କୁ ମୋବାଇଲ  ବୁଲି ଭାଇରାଲ  ହୋଇଥିଲା। ଏହାପରେ ଝିଅଟି ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ତେବେ ଏନେଇ ପରିବାର ପକ୍ଷରୁ  ରାଇବଣିଆ ଥାନାକୁ ବାରମ୍ବାର ଆସି ନୟାନ୍ତ ହେଲାପରେ  ଗଣମାଧ୍ୟମ ଓ ଚାଇଲଡ଼ ଲାଇନ ର ହସ୍ତ କ୍ଷେପ ପରେ ରାଇବଣିଆ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ବ କରିଛି।  ତେବେ  ପୋଲିସ  କେବେ ଅଭିଯୁକ୍ତ ଙ୍କୁ ଗିରଫକରି  ନାବାଳିକା କୁ ନ୍ୟାୟ ପ୍ରଦାନ କରୁଛି ଦେଖିବାକୁ ବାକି ରହିଲା।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.