ETV Bharat / bharat

ବାଇକ ସାଇରନ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ - ବାଳକର ଡ୍ୟାନ୍ସ

ବାଇକରେ ସାଇରନ ଧୁନରେ ଜଣେ ବାଳକ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 11, 2019, 2:35 AM IST

ହାଇଦ୍ରାବାଦ: ନୂଆ ପୁରୁଣା ଗୀତର ଧୁନରେ ଆପଣ ମତୁଆଲା ହୋଇ ନାଚିଥିବେ । ମାତ୍ର ସାଇରନ୍‌ର ତାଳେ ତାଳେ ନାଚିବା ବୋଧହୁଏ ଆପଣଙ୍କୁ ଟିକେ କଷ୍ଟକର ହୋଇପାରେ । ମାତ୍ର ବାଇକରେ ଲାଗିଥିବା ଏକ ସାଇରନ ଧୁନରେ ଜଣେ ବାଳକ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ଭିଡିଓଟିରେ ଦେଖିବାକୁ ମିଳୁଛି, ଘର ଆଗରେ ରଖା ଯାଇଥିବା ଏକ ବାଇକକୁ ବାଳକଟି ଗୋଇଠା ମାରୁଛି । ଏହା ପରେ ବାଇକର ସାଇରନ ବାଜି ଉଠୁଛି । ଆଉ ଏହି ସାରଇନର ତାଳେ ତାଳେ ବାଳକଟି ବିଭିନ୍ନ ପ୍ରକାର ଆକ୍ସନ ଦେଖାଉଛି । ତେବେ 35 ସେକେଣ୍ଡର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ମହେନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହେନ୍ଦ୍ରା ଏହି ଭିଡିଓଟିକୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ଏହି ପରି ମଜାଳିଆ ଭିଡିଓ ମୁଁ ବହୁତ ଦିନ ପରେ ଦେଖିଲି । ଏହି ଭିଡିଓ ଦେଖି ମୁଁ ହସି ହସି ତଳେ ଗଡି ଗଲିଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.