ETV Bharat / bharat

ଜନ୍ମାଷ୍ଟମୀରେ ଭୁଶୁଡିଲା ମନ୍ଦିର କାନ୍ଥ; 4ମୃତ, 27 ଆହତ - temple wall collapsed

ଜନ୍ମାଷ୍ଟମୀରେ ଭୁଶୁଡିଲା ମନ୍ଦିର କାନ୍ଥ । ଘଟଣାରେ 4 ମୃତ, 27 ଆହତ । ପଶ୍ଚିମବଙ୍ଗରେ ଘଟଣାଟି ଘଟିଥିବାବେଳେ ମୃତକଙ୍କ ପରିବାରକୁ 5 ଲକ୍ଷ ଓ ଗୁରୁତରଙ୍କୁ 1ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 23, 2019, 12:38 PM IST

Updated : Aug 23, 2019, 3:15 PM IST

କୋଲକାତା: ପବିତ୍ର ଜନ୍ମାଷ୍ଟମୀରେ ଅଘଟଣ । ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ମନାଇବାକୁ ଆସିଥିବାବେଳେ ଭୁଶୁଡିଲା ମନ୍ଦିରର କାନ୍ଥ । ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 27ଜଣ ଆହତ ହୋଇଛନ୍ତି । ଶୁକ୍ରବାର ଭୋର ସମୟରେ ପଶ୍ଚିମବଙ୍ଗର କଛୁଆ ଅଞ୍ଚଳରେ ଏହି ଅଭାବନୀୟ ଘଟଣାଟି ଘଟିଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେପଟେ ତୁରନ୍ତ ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରଲୋକଙ୍କୁ 5 ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ 1 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ମମତା ବାନାର୍ଜୀ । ଏଥିସହ ଆହତ ବ୍ୟକ୍ତିଙ୍କୁ ମଧ୍ୟ 50 ହଜାର ଟଙ୍କା ପ୍ରଦାନ କରାଯିବ ।

Intro:Body:

xx

Conclusion:
Last Updated : Aug 23, 2019, 3:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.