ETV Bharat / bharat

ତାମିଲନାଡୁରେ ପ୍ରବଳ ବର୍ଷା: କାନ୍ଥ ଭୁଷୁଡି 16 ମୃତ

author img

By

Published : Dec 2, 2019, 10:38 AM IST

Updated : Dec 2, 2019, 10:43 AM IST

ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ସୋମବାର ସକାଳ ମେଟୁପାଲାୟମର ନାଦୁର କନାପନ ଲେଆଉଟ୍ ରେ ଏକ କମ୍ପାଉଣ୍ଡରର କାନ୍ଥ ପଡି 16 ଜଣଙ୍କର ମୃତ୍ୟୁ ଘଟିଛି ।

wall collapes
ଫଟୋ ସୌଜନ୍ୟ: ଇଟିଭି ଭାରତ

ଚେନ୍ନାଇ: କାନ୍ଥ ଭୁଷୁଡି ତାମିଲନାଡୁରେ 16 ମୃତ । ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ସୋମବାର ସକାଳ ମେଟୁପାଲାୟମର ନାଦୁର କନାପନ ଲେଆଉଟ୍ ରେ ଏକ କମ୍ପାଉଣ୍ଡରର କାନ୍ଥ ପଡି 16ଜଣଙ୍କର ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଖବର ପାଇ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପଟେ ତାମିଲନାଡୁ ସରକାର ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

Intro:Body:

Heavy rain lashes all over in TN. Due to rain houses in nadur near mettupalayam of coimbatore district fallen. 3 died in this incident as per reports. death toll may increase. 

Conclusion:
Last Updated : Dec 2, 2019, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.