ETV Bharat / bharat

ମୌସୁମୀ ଅଧିବେଶନ ପୂର୍ବରୁ କୋରୋନା ପରୀକ୍ଷା କରାଇଲେ ଉପରାଷ୍ଟ୍ରପତି - ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସଂସଦରେ ମୌସୁମୀ ଅଧିବେଶନ ପୂର୍ବରୁ କୋରୋନା ପରୀକ୍ଷା କରାଇଛନ୍ତି ବୋଲି ରବିବାର ସେ ସଚିବାଳୟକୁ ସୂଚନା ଦେଇଛନ୍ତି।

ମୌସୁମୀ ଅଧିବେଶନ ପୂର୍ବରୁ କୋରୋନା ପରୀକ୍ଷା କରାଇଲେ ଉପରାଷ୍ଟ୍ରପତି

author img

By

Published : Sep 13, 2020, 1:40 PM IST

ନୂଆଦିଲ୍ଲୀ:ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସଂସଦରେ ମୌସୁମୀ ଅଧିବେଶନ ପୂର୍ବରୁ କୋରୋନା ପରୀକ୍ଷା କରାଇଛନ୍ତି ବୋଲି ରବିବାର ସେ ସଚିବାଳୟକୁ ସୂଚନା ଦେଇଛନ୍ତି।

ତେବେ ଅଧିବେଶନରେ ଯୋଗଦେବା ପୂର୍ବରୁ ରାଜ୍ୟସଭାର ସମସ୍ତ ସଦସ୍ୟ କୋରୋନା ପରୀକ୍ଷା କରିବା ବାଧ୍ୟତାମୂଳକ ବୋଲି ସଚିବାଳୟ ସୂଚନା ଦେଇଛି।

ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଅଧିବେଶନରେ ଅଧ୍ୟକ୍ଷତାକୁ ଦୃଷ୍ଟିରେ ରଖି ରବିବାର ଉପରାଷ୍ଟ୍ରପତି କୋରୋନା ପରୀକ୍ଷା କରାଇଛନ୍ତି। ଏହାଛଡା ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଆରଟି-ପିସିଆରରେ କୋରୋନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.