ETV Bharat / bharat

ଆପକୁ ଦିଅ 70 ରୁ 70; ଭିଶାଲ ଦଦଲାନୀ

author img

By

Published : Feb 3, 2020, 4:23 AM IST

ସରଗରମ ରହିଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର । ଆମ ଆଦମୀ ପାର୍ଟୀର ପ୍ରାର୍ଥୀ ଦିପକ ସିଙ୍ଗଲାଙ୍କ ପାଇଁ ପୂର୍ବ ଦିଲ୍ଲୀର ବିଶ୍ବାସ ନଗରରେ ରାଲି କରିଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଭିଶାଲ ଦଦଲାନୀ । ଅଧିକ ଖବର ପଢନ୍ତୁ...

ଆପକୁ ଦିଅ 70 ରୁ 70; ଭିଶାଲ ଦଦଲାନୀ
ଆପକୁ ଦିଅ 70 ରୁ 70; ଭିଶାଲ ଦଦଲାନୀ

ନୂଆଦିଲ୍ଲୀ: ସରଗରମ ରହିଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର । ମଇଦାନରେ ବହୁ ହେଭିୱେଟଙ୍କ ସହ ନେତା ଓ କର୍ମୀ ନିଜ ଜି ଜାନ ଲଗାଇଦେଇଛନ୍ତି । ଏହି କ୍ରମରେ ଆମ ଆଦମୀ ପାର୍ଟୀର ପ୍ରାର୍ଥୀ ଦିପକ ସିଙ୍ଗଲାଙ୍କ ପାଇଁ ପୂର୍ବ ଦିଲ୍ଲୀର ବିଶ୍ବାସ ନଗରରେ ରାଲି କରିଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ସଙ୍ଗୀତକାର ଭିଶାଲ ଦଦଲାନୀ ।

ଆପକୁ ଦିଅ 70 ରୁ 70; ଭିଶାଲ ଦଦଲାନୀ

ସେ କହିଛନ୍ତି ଯେ, 'ଦିଲ୍ଲୀରେ ଆପ ସରକାର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି । ତେବେ ଏହି ଉନ୍ନତି ପଥରେ ଆଗକୁ ଯିବାକୁ ହେଲେ ସରକାର ଗଢିବାକୁ ଆଉଥରେ ସୁଯୋଗ ଦରକାର ଏବଂ ଆପକୁ 70ରୁ 70 ଆସନରେ ଜିତାଇବାକୁ ସେ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି ।

କେବଳ ଏତିକି ନୁହେଁ ବିଗତ 5ବର୍ଷ ମଧ୍ୟରେ ମୁଁ ଅନେକ ସ୍ଥାନକୁ ଯାଇଛି, ତାହା ହସ୍ପିଟାଲ ହେଉ କି ସ୍କୁଲ କି ପବ୍ଲିକ ଏରିଆ ସବୁଆଡେ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ମୁଁ ଦେଖିଛି ବୋଲି କହିଛନ୍ତି ଭିଶାଲ । ଅନ୍ୟପଟେ ଅନ୍ୟ ଦଳ ମାନେ ପ୍ରସଙ୍ଗକୁ ନେଇ ପ୍ରଚାର ନୁହେଁ ବରଂ ଭିତ୍ତିହୀନ ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଉଥିବା' ସେ କଟାକ୍ଷ କରି କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । 11ରେ ଭୋଟ ଗଣତି ହେବାକୁ ଥିବା ବେଳେ ଆପ ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

https://www.etvbharat.com/hindi/delhi/city/delhi/road-show-of-aap-star-campaigner-vishal-dadlani-in-delhi-assembly-election-2020/dl20200202181006117

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.