ETV Bharat / bharat

ଏନକାଉଣ୍ଟର ପରେ ବିକାଶ ଦୁବେର ସମ୍ପତ୍ତି ଯାଞ୍ଚ କରିବ ଇଡି

ଏନକାଉଣ୍ଟର ପରେ ବର୍ତ୍ତମାନ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତିକୁ ଯାଞ୍ଚ କରାଯିବ। ବିକାଶ ଦୁବେର ସମ୍ପତ୍ତି ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି।

ବିକାଶ ଦୁବେର ସମ୍ପତ୍ତି ଯାଞ୍ଚ କରିବ ED
ବିକାଶ ଦୁବେର ସମ୍ପତ୍ତି ଯାଞ୍ଚ କରିବ ED
author img

By

Published : Jul 11, 2020, 1:00 PM IST

ନୂଆଦିଲ୍ଲୀ:ଏନକାଉଣ୍ଟର ପରେ ବର୍ତ୍ତମାନ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସମ୍ପତ୍ତିକୁ ଯାଞ୍ଚ କରାଯିବ। ବିକାଶ ଦୁବେର ସମ୍ପତ୍ତି ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି। ଇଡି ବିକାଶ ଦୁବେ, ତାର ପରିବାର ସଦସ୍ୟ ଓ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ସହଯୋଗୀଙ୍କ ବିବରଣୀ ଖୋଜାଯିବ। ବିକାଶ ଦୁବେ ବିରୋଧରେ ଅପରାଧିକ ମାମଲାର ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ମାଗିଛି।

ଏନକାଉଣ୍ଟର ପୂର୍ବରୁ କାନପୁରର ସ୍ଥାନୀୟ ପ୍ରଶାସନ ବିକାଶ ଦୁବେର ଘରକୁ ଜେସିବି ସାହାଯ୍ୟରେ ମାଟିରେ ମିଶେଇଦେଇଥିଲା । ଲକ୍ଷ୍ନୌରେ ମଧ୍ୟ ତାର ଘର ରହିଛି । ଏହା ଉପରେ ପ୍ରଶାସନ ନଜର ରଖିବା ସହ ସମ୍ପତ୍ତି ସମ୍ପର୍କରେ ତଦନ୍ତ ଚାଲିଛି। କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଜୁଲାଇ 10 ସକାଳେ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏନକାଉଣ୍ଟର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.