ETV Bharat / bharat

କୋରୋନା ଭାଇରସ: ସାନିଟାଇଜର ସ୍ପ୍ରେ କରୁଛି ଡ୍ରୋନ - ସାନିଟାଇଜର ସ୍ପ୍ରେ କରୁଛି ଡ୍ରୋନ

ବିଜୟୱାଡା ମ୍ୟୁନିସିପାଲିଟି କର୍ପୋରେସନ ଦଳ ଡ୍ରୋନ ସହାୟତାରେ ସମଗ୍ର ଅଞ୍ଚଳରେ ସାନିଟାଇଜର ସ୍ପ୍ରେ କରି ଉକ୍ତ ଅଞ୍ଚଳକୁ ଜୀବାଣୁ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛି । ଅଧିକ ପଢନ୍ତୁ...

Vijayawada Municipal Corporation
ସାନିଟାଇଜର ସ୍ପ୍ରେ କରୁଛି ଡ୍ରୋନ
author img

By

Published : Mar 30, 2020, 8:45 PM IST

ଅମରାବତୀ: କୋରୋନାକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶର ସମସ୍ତ ଅଞ୍ଚଳରେ ଚାଲିଛି ସାନିଟାଇଜର ସ୍ପ୍ରେ । ଆଉ ଏଥିପାଇଁ ଆନ୍ଧ୍ରସରକାର ବାଛିଛନ୍ତି ନୂଆ ଉପାୟ । କୌଣସି ଲୋକ କିମ୍ବା ଗାଡି ମାଧ୍ୟମରେ ନୁହଁ । ଏହି ସ୍ପ୍ରେ କରାଯାଉଛି ଏକ ଡ୍ରୋନ ସାହାଯ୍ୟରେ । ଯାହା ଦ୍ବାରା ଉଚ୍ଚତାରୁ ଭଲଭାବେ ସମସ୍ତ ସ୍ଥାନରେ ସ୍ପ୍ରେ କରିହେଉଛି ।

ତେବେ ଆନ୍ଧ୍ରପ୍ରଦେଶ ସ୍ଥିତ ବିଜୟୱାଡା ମ୍ୟୁନିସିପାଲିଟି କର୍ପୋରେସନ ଦଳ ସାନିଟାଇଜ କରିବା ପାଇଁ ଡ୍ରୋନକୁ ବ୍ୟବହାର କରିଛି । ଏଥିରେ ସାନିଟାଇଜେସନର ଏକ ଅଂଶ ଭାବରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ସ୍ପ୍ରେ କରାଯାଉଛି । ଆଉ ଖୁବ କମ ସମୟ ମଧ୍ୟରେ ଅଧିକାଂଶ ସ୍ଥାନରେ ଭଲରୂପେ ସ୍ପ୍ରେ ହୋଇପାରୁଛି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 18ଟି କୋରୋନା ପଜିଟିଭି ସାମ୍ନାକୁ ଆସଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.