ETV Bharat / bharat

ଶାକାହାରୀ ବ୍ୟକ୍ତି ଡାଏଟରେ ସାମିଲ କରନ୍ତୁ ମାଛ, ଜାଣନ୍ତୁ କାହିଁକି ?

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ସର୍ବଦା ଶାକାହାରୀ ଭୋଜନ କରିଥାନ୍ତି। ହେଲେ ସେ ନିଜେ ମଧ୍ୟ ମାନିଛନ୍ତି ତାଙ୍କ ଡାଏଟରେ ସପ୍ତାହକୁ ଥରେ ମାଛକୁ ସାମିଲ ବି କରନ୍ତି। ତେବେ ସେ କାହିଁକି ପଢନ୍ତୁ...

author img

By

Published : Nov 27, 2019, 12:25 PM IST

_vegetarians
ଶାକାହାରୀ ବ୍ୟକ୍ତି ଡାଏଟ୍ ରେ ସାମିଲ କରନ୍ତୁ ମାଛ,ଜାଣନ୍ତୁ କାହିଁକି

ହାଇଦ୍ରାବାଦ: ଖାଦ୍ୟ ଶରୀର ପାଇଁ ନିତାନ୍ତ ଆବଶ୍ୟକ। ସେଥିମଧ୍ୟରୁ କିଛି ଲୋକ ମାଂସାହାରୀ ହୋଇଥାନ୍ତି ତ ଆଉ କିଛି ଶାକାହାରୀ। ତେବେ ଶାକାହାରୀ ଲୋକମାନେ ଖାଦ୍ୟରେ ମାଛ ମିଶାଇବା ନିହାତି ଆବଶ୍ୟକ।

vegetarians

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ସର୍ବଦା ନିରାମିଷ ଭୋଜନ କରିଥାନ୍ତି। ହେଲେ ତାଙ୍କ ଡାଏଟରେ ସେ ସପ୍ତାହକୁ ଥରେ ମାଛ ସାମିଲ କରନ୍ତି ବୋଲି କହିଛନ୍ତି । ତେବେ ସେ କାହିଁକି ସପ୍ତାହକୁ ଥରେ ଖାଦ୍ୟରେ ମାଛକୁ ସାମିଲ କରନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଲୋକମାନେ ବିଲ କ୍ଲିଣ୍ଟନକୁ ଫଲୋ କରିବା ନିହାତି ଆବଶ୍ୟକ। ଅନେକ ଶାକାହାରୀ ବ୍ୟକ୍ତି ନୀରିହ ପଶୁ ପକ୍ଷୀଙ୍କ ହତ୍ୟା କରିବାକୁ ପସନ୍ଦ ନକରି ଆମିଷ ଭୋଜନ କରନ୍ତି ନାହିଁ କିନ୍ତୁ ସେମାନେ ମାଛ ଖାଇବା ଦରକାର।

କାରଣ ପୃଥିବୀରେ ଯେତେ ଖାଦ୍ୟ ଅଛି ସେଥିମଧ୍ୟରୁ ମାଛରେ ସର୍ବାଧିକ ପୋଷକ ତତ୍ତ୍ବ ଭରି ରହିଥାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ମାଛକୁ ସାମିଲ କରନ୍ତୁ। ମାଛରେ ପ୍ରୋଟିନ,ଓମେଗା 3ଫ୍ୟାଟି ଏସିଡ୍ ରହିଥାଏ। ଯେଉଁ ଲୋକମାନେ ଖାଦ୍ୟରେ ମାଛକୁ ସାମିଲ କରନ୍ତି ସେମାନଙ୍କୁ ପାଷ୍ଟେରିଆନ(ଅର୍ଥାତ୍ ଏମାନେ ମାଛ ଖାଆନ୍ତି ମାଂସ ଭକ୍ଷଣ କରନ୍ତି ନାହିଁ) କୁହାଯାଏ।

ଗବେଷକମାନଙ୍କ କହିବା ଅନୁସାରେ,ଶାକାହାରୀ ଖାଦ୍ୟରେ ସର୍ବଦା ଯଥେଷ୍ଟ ପରିମାଣର ପୋଷକ ତତ୍ତ୍ବ ରହିନଥାଏ। ତେଣୁ 100ରୁ 37 ପ୍ରତିଶତ ଲୋକ ଶାକାହାରୀ ହେବା ସତ୍ତ୍ବେ ପ୍ରୋଟିନ ପାଇଁ ଖାଦ୍ୟରେ ମାଛକୁ ସାମିଲ କରିଥାନ୍ତି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.