ETV Bharat / bharat

ଚିକାଗୋରୁ ଫେରିଲେ 168 ଭାରତୀୟ

author img

By

Published : May 17, 2020, 1:13 PM IST

ରବିବାର ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ଆମେରିକାର ଚିକୋଗୋରୁ 168 ଭାରତୀୟଙ୍କୁ ଧରି ହାଇଦ୍ରାଦରେ ପହଞ୍ଚିଛି ।

indian return from chicago
ଚିକାଗୋରୁ ଫେରିଲେ 168 ଭାରତୀୟ

ହାଇଦ୍ରାବାଦ: ଚିକାଗୋରୁ ଫେରିଲେ 168 ଭାରତୀୟ । ରବିବାର ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ବିମାନ ଆମେରିକାର ଚିକୋଗୋରୁ 168 ଭାରତୀୟଙ୍କୁ ଧରି ହାଇଦ୍ରାବାଦରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ 4.45 ସମୟରେ ଏୟାର ଇଣ୍ଡିଆ ବିମାନ 168 ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଛି । ସମସ୍ତ ଯାତ୍ରୀ ଫେରିବା ପରେ ସେମାନଙ୍କୁ ବିମାନବନ୍ଦରର ମୁଖ୍ୟ ଗେଟରେ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଏହାପୂର୍ବରୁ ଗତ ଶନିବାର ଏୟାର ଇଣ୍ଡିଆ ବିମାନ ନ୍ୟୁୟର୍କରୁ 121 ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା ।

ପ୍ରକାଶଥାଉକି, କୋରୋନା ଭାଇରସକୁ ନେଇ ଲକଡାଉନ ମଧ୍ୟରେ ବିଦେଶରେ ବହୁ ଭାରତୀୟ ଫସି ରହିଛନ୍ତି । ଏଣୁ ସରକାର ଗତ ମେ 7ରୁ ବନ୍ଦେ ଭାରତ ମିଶନ ଅଧିନରେ ବିଦେଶରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.