ETV Bharat / bharat

ଅଗଷ୍ଟ ୧୬ରୁ ଖୋଲିବ ବୈଷ୍ଣୋ ଦେବୀ ମନ୍ଦିର, ଆରମ୍ଭ ହେବ ଯାତ୍ରା - Vaishno Devi yatra to resume from Aug 16 as J&K govt decides to open religious places

ଅଗଷ୍ଟ 16 ରୁ ପୁନଃ ଆରମ୍ଭ ହେବ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯାତ୍ରା । କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ମିକ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେବା ପରେ ଅଗଷ୍ଟ 16 ରେ ବୈଷ୍ଣୋ ଦେବୀ ମନ୍ଦିର କାର୍ଯ୍ୟ ପୁନଃ ଆରମ୍ଭ ହେବ ଟ୍ବିଟ ଯୋଗେ ସୂଚନା ଦେଲେ ଜାମ୍ମୁ କାଶ୍ମୀର ସରକାର । ଅଧିକ ପଢନ୍ତୁ...

୧୬ ତାରିଖରୁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର

author img

By

Published : Aug 5, 2020, 12:34 PM IST

ଶ୍ରୀନଗର: ଅଗଷ୍ଟ 16 ରୁ ପୁନଃ ଆରମ୍ଭ ହେବ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯାତ୍ରା । ଚାରି ମାସ ପରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ମିଳିବ । ମାଆଙ୍କୁ ପୂଜାର୍ଚ୍ଚନା କରିବେ ଭକ୍ତ । କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ମିକ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେବା ପରେ ଅଗଷ୍ଟ 16 ରେ ବୈଷ୍ଣୋ ଦେବୀ ମନ୍ଦିର କାର୍ଯ୍ୟ ପୁନଃ ଆରମ୍ଭ ହେବ ଟ୍ବିଟ ଯୋଗେ ସୂଚନା ଦେଲେ ଜାମ୍ମୁ କାଶ୍ମୀର ସରକାର ।

ମହାମାରୀ କୋରୋନା ପାଇଁ ଦୀର୍ଘ 4 ମାସ ଧରି ବନ୍ଦ ଥିବା ମାତା ବୈଷ୍ଣୋ ଦେବୀ ଶ୍ରୀମନ୍ଦିର ତୀର୍ଥଯାତ୍ରା ଆରମ୍ଭ କରିବାକୁ ସରକାର ଘୋଷଣା କରିଛନ୍ତି । ସ୍ୱାଧୀନତା ଦିବସ ପାଳନ ହେବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର ସରକାର ଚଳିତ ମାସ 16 ତାରିଖରୁ କେନ୍ଦ୍ର ଶାସିତ ଅଞ୍ଚଳରେ ସମସ୍ତ ଧାର୍ମିକ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ନିଜର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ଘୋଷଣା କରିବ ବୋଲି ଶ୍ରୀମନ୍ଦିର ବୋର୍ଡ କହିଛି । ମହାମାରୀ ଆରମ୍ଭ ହେବା ପରେ ସରକାର ମେ 18 ରେ ଯାତ୍ରାକୁ ସ୍ଥଗିତ ରଖିଥିଲେ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.