ETV Bharat / bharat

ମୁସଲିମଙ୍କୁ ଇଫତାର, ଭାଇଚାରାର ପରିଚୟ ଦେଲେ ବୈଷ୍ଣୋଦେବୀ କର୍ତ୍ତୃପକ୍ଷ - ଭାଇଚାରାର ପରିଚୟ ଦେଲେ ବୈଷ୍ଣୋଦେବୀ କର୍ତ୍ତୃପକ୍ଷ

ଭାଇଚାରାର ପରିଚୟ ଦେଲେ ବୈଷ୍ଣୋଦେବୀ କର୍ତ୍ତୃପକ୍ଷ । କ୍ବାରେଣ୍ଟାଇନରେ ଥିବା ମୁସଲିମଙ୍କୁ ଦେଲେ ଇଫତାର । ଅଧିକ ପଢନ୍ତୁ...

vaishno devi for giving sehri iftari to quarantined muslims in ramzan
ଭାଇଚାରାର ପରିଚୟ ଦେଲେ ବୈଷ୍ଣୋଦେବୀ କର୍ତ୍ତୃପକ୍ଷ
author img

By

Published : May 23, 2020, 8:19 PM IST

ନୂଆଦିଲ୍ଲୀ: ସାଂପ୍ରତିକ ଏକତାର ମିଶାଲ ସାଜିଛି ବୈଷ୍ଣୋଦେବୀ ମନ୍ଦିର । ଲଲକ ଡାଉନରେ ବନ୍ଦ ରହିଛି ଦର୍ଶନ । କିନ୍ତୁ ପବିତ୍ର ରମଜାନ ମାସରେ ମୁସଲିମ ଭାଇମାନଙ୍କୁ ଇଫତାର ଦେଇ ଏକତାର ପରିଚୟ ଦେଇଛି । କୋରୋନା ନେଇ କ୍ବାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି 5ଶହ ମୁସଲିମ । ତେଣୁ ପବିତ୍ର ରମଜାନନ ଯୋଗୁଁ ଏମାନେ ପାଳନ କରି ପାରୁନାହାଁନ୍ତି ।

ତେଣୁ ବୈଷ୍ଣୋଦେବୀ ପକ୍ଷରୁ ଏମାନଙ୍କୁ ଦିଆଯାଉଛି ଇଫତାର । ଜଣେ ବ୍ୟକ୍ତି ଏକ ବଡ ପ୍ଲେଟରେ ଖାଦ୍ୟ ନେଇ ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ଅନେକ ପ୍ରଂଶସା ମିଳିଥିବା ବେଳେ ରିଟ୍ବିଟ କରିଛନ୍ତି ଅନେକ ୟୁଜର୍ସ ।

ବୈଷ୍ଣୋ ଦେବୀ ଏବଂ ଅନ୍ୟ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ସମଜିଦ ପକ୍ଷରୁ ଏଭଳି ବ୍ୟବସ୍ଥା କରିବାର ନିହାତି ଆବଶ୍ୟକତା ରହିଛି । ଅନ୍ୟ ଜଣେ ୟୁଜର୍ସ ଏଭଳି ଭାଇଚାରା ପୂର୍ବରୁ ଦେଖିନଥିବା କହିଛନ୍ତି ।

For All Latest Updates

TAGGED:

new delhi
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.