ETV Bharat / bharat

ମାସ୍କ ସାନିଟାଇଜର ତିଆରି କଲେ ଭଦୋଦରା ସେଣ୍ଟ୍ରାଲ ଜେଲ କଏଦୀ

କୋରୋନା ସଙ୍କଟ ସମୟ ମଧ୍ୟରେ ଆକ୍ରାନ୍ତଙ୍କ ପାଇଁ ମାସ୍କ, ସାନିଟାଇଜର ଏବଂ ସାବୁନ ତିଆରୀ କଲେ ଗୁଜୁରାଟ ଭଦୋଦରା ସେଣ୍ଟ୍ରାଲ ଜେଲର କଏଦୀ ।

author img

By

Published : May 31, 2020, 3:55 PM IST

mask making
ମାସ୍କ ସାନିଟାଇଜର ତିଆରୀ କଲେ ଭଦୋଦରା ସେଣ୍ଟ୍ରାଲ ଜେଲ କଏଦୀ

ଗାନ୍ଧୀନଗର: କୋରୋନା ଆକ୍ରାନ୍ତଙ୍କ ପାଇଁ ମାସ୍କ, ସାନିଟାଇଜର ଏବଂ ସାବୁନ ତିଆରି କଲେ କଏଦୀ । କୋରୋନା ସଙ୍କଟ ସମୟ ମଧ୍ୟରେ ଆକ୍ରାନ୍ତଙ୍କ ପାଇଁ ମାସ୍କ, ସାନିଟାଇଜର ଏବଂ ସାବୁନ ତିଆରି କଲେ ଗୁଜୁରାଟ ଭଦୋଦରା ସେଣ୍ଟ୍ରାଲ ଜେଲର କଏଦୀ ।

ସିନିୟର ଜେଲର ଏମଏନ ରାଠୱା କହିଛନ୍ତି, ଭଦୋଦରା ସେଣ୍ଟ୍ରାଲ ଜେଲରେ କଏଦୀ ୱେଲଫେୟାର ଦ୍ବାରା ଏହି କାର୍ଯ୍ୟ କରାଯାଉଛି । ଏହା ଦ୍ବାରା କଏଦୀମାନେ କିଛି ନୂଆ ଶିଖିବାର ସୁଯୋଗ ମିଳୁଛି । ଯାହାଦ୍ବାରା ସେମାନଙ୍କ ଜେଲ ଅବଧି ଶେଷ ହେବାପରେ ସେମାନେ ନିଯୁକ୍ତି ସୁବିଧା ପାଇପାରିବେ ।

କୋରୋନା ମହାମାରୀକୁ ନେଇ ଜେଲର କଏଦୀମାନେ 20 ହଜାର ମାସ୍କ ଏବଂ 100 ଲିଟର ସାନିଟାଇଜର ଏବଂ ସାବୁନ ତିଆରି କରିଛନ୍ତି । ଯାହାକୁ ଉପଯୁକ୍ତ ମୂଲ୍ୟରେ ସରକାରୀ ଅଫିସ ଏବଂ ମେଡିକାଲକୁ ବିକ୍ରି କରାଯାଉଛି । ଏହି ମାସ୍କ ତିଆରି କରି କଏଦୀମାନେ ସେମାନଙ୍କ ପ୍ରାପ୍ୟ ମଧ୍ୟ ପାଉଥିବା ଏମଏନ ରାଠୱା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.