ETV Bharat / bharat

ପ୍ରଥମ ଡୋଜର 6 ସପ୍ତାହ ପରେ ଆସିଲା ରିପୋର୍ଟ, 95% ପ୍ରଭାବଶାଳୀ ଋଷ ଟୀକା - Sputnik V

ପ୍ରଥମ ଡୋଜର 6 ସପ୍ତାହ ପରେ ଆସିଲା ରିପୋର୍ଟ । ସ୍ପୁଟନିକ-ଭି ଭ୍ୟାକ୍ସିନ 95 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଋଷ । ଅଧିକ ପଢନ୍ତୁ...

ଋଷର ବଡ ଦାବି, 95% ପ୍ରଭାବଶାଳୀ ସ୍ପୁଟନିକ-ଭି ଭ୍ୟାକ୍ସିନ

author img

By

Published : Nov 24, 2020, 5:22 PM IST

ନୂଆଦିଲ୍ଲୀ: ବିଶ୍ବରେ ଜାରି ମହାମାରୀ କୋରୋନା ସଙ୍କଟ ମଧ୍ୟରେ କ୍ରମାଗତ ଭାବରେ ଋଷରୁ ଆସୁଛି ଖୁସି ଖବର । ସ୍ପୁଟନିକ-ଭି ଭ୍ୟାକ୍ସିନ 95 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଋଷ ।

ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଋଷ ପ୍ରତ୍ୟେକ୍ଷ ନିବେଶ କୋଷ ଏକ ବୟାନରେ କହିଛନ୍ତି ଯେ, ଏହି ଗଣନା 42 ଦିନ ପରେ ପ୍ରାପ୍ତ ପ୍ରାଥମିକ ରିପୋର୍ଟ ଆଧାରରେ ହୋଇଛି ।

କ୍ଲିନିକାଲ ଟ୍ରାଏଲ ତଥ୍ୟର ଦ୍ବିତୀୟ ଅନ୍ତରୀଣ ବିଶ୍ଳେଷଣ ପ୍ରଥମ ଡୋଜ ପରେ 28 ଦିନରେ ସ୍ପୁଟନିକ-ଭି ଭ୍ୟାକ୍ସିନ 91.4% ଫଳପ୍ରଦ ଥିଲା ।

ତେବେ ଗାମେଲିୟା ଏପିଡେମିଓଲୋଜି ଏବଂ ମାଇକ୍ରୋବାୟୋଲୋଜି ନ୍ୟାସନାଲ ସେଣ୍ଟର ଅନୁଯାୟୀ ପ୍ରଥମ ଡୋଜର 42 ଦିନ ପରେ ଟୀକା 95% ରୁ ଅଧିକ ଫଳପ୍ରଦ ରହିଥିବା କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.