ETV Bharat / bharat

ଉତ୍ତରାଖଣ୍ଡ ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲ କୋରୋନା ପଜିଟିଭ

author img

By

Published : Sep 20, 2020, 4:41 PM IST

ଉତ୍ତରାଖଣ୍ଡ ବିଧାନସଭା ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେପ୍ଟେମ୍ବର 23ରୁ 25 ଯାଏଁ ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନ ବସିବାକୁ ଯାଉଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲ କୋରୋନା ପଜିଟିଭ
ଉତ୍ତରାଖଣ୍ଡ ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲ କୋରୋନା ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଅନେକ ରାଜ୍ୟର ହେଭିୱେଟ ନେତାମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଏ ପରିସ୍ଥିତିରେ ଉତ୍ତରାଖଣ୍ଡ ବିଧାନସଭା ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

ଅନ୍ୟପକ୍ଷେରେ ସେପ୍ଟେମ୍ବର 23ରୁ 25 ଯାଏଁ ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନ ବସିବାକୁ ଯାଉଛି । ଏପରି ସ୍ଥିତିରେ ଖୋଦ ବାଚସ୍ପତି କୋରୋନା ପଜିଟିଭ ଚିହ୍ନ ହେବା ପରେ ଅଧିବେଶକୁ ନେଇ ଆଶାଆଶଙ୍କା ବଢିଛି ।

ଉତ୍ତରାଖଣ୍ଡରେ କ୍ରମାଗତ ଭାବରେ ଭାଙ୍ଗୁଛି କୋରୋନା ରେକର୍ଡ । ଶନିବାରଠାରୁ ନୂଆ ମାମଲା 2000 ପାର ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା 12465ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.