ETV Bharat / bharat

ଉତ୍ତରାଖଣ୍ଡ ପୋଲିସ ବିଭାଗରେ ପ୍ରଥମ କୋରୋନା ମାମଲା - କନେଷ୍ଟବଳ କୋରୋନା ଆକ୍ରାନ୍ତ

ଉତ୍ତରାଖଣ୍ଡରେ ଜଣେ କନେଷ୍ଟବଳ କୋରୋନା ଆକ୍ରାନ୍ତ । ତେବେ ଉତ୍ତରାଖଣ୍ଡ ପୋଲିସର ଏହା ପ୍ରଥମ କୋରୋନା ମାମଲା ।

_corona
ଉତ୍ତରାଖଣ୍ଡ ପୋଲିସ ବିଭାଗରେ ପ୍ରଥମ କୋରୋନା ମାମଲା
author img

By

Published : Jun 10, 2020, 10:40 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ଜଣେ କନେଷ୍ଟବଳ କୋରୋନା ଆକ୍ରାନ୍ତ । ତେବେ ଉତ୍ତରାଖଣ୍ଡ ପୋଲିସର ଏହା ପ୍ରଥମ କୋରୋନା ମାମଲା । କନେଷ୍ଟବଳ ଜଣଙ୍କ ଉତ୍ତରାଖଣ୍ଡ ପୋଲିସର ଚିତା ମୋବାଇଲ ୟୁନିଟର ଏକ ଅଂଶ ଅଟନ୍ତି ।

ରାଜ୍ୟ ଡିରେକ୍ଟର ଜେନେରାଲ(ଲ ଆଣ୍ଡ ଅର୍ଡର) ଅଶୋକ କୁମାର କହିଛନ୍ତି, କନେଷ୍ଟବଳ ଜଣଙ୍କ କଣ୍ଟେନମେଣ୍ଟ ଜୋନରେ ଥିବା ନିରଞ୍ଜନପୁର ପରିବା ମାର୍କେଟରେ ଡ୍ୟୁଟିରେ ଥିଲେ । ସେଠାକୁ ସେ ପ୍ରତ୍ୟେକ ଦିନ ଡ୍ୟୁଟି ପାଇଁ ଯାଉଥିଲେ । ଫଳରେ ସେ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏପଟେ ପୋଲିସ କନେଷ୍ଟବଳଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.