ETV Bharat / bharat

କୋରୋନା ପାଇଁ ସହାୟତାର ହାତ ବଢାଇଲା ଉତ୍ତରାଖଣ୍ତ ପୋଲିସ

କୋରୋନା ପାଇଁ ସହାୟତାର ହାତ ବଢାଇଲା ଉତ୍ତରାଖଣ୍ତ ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ 3,11,27,014 ଟଙ୍କା । ଅଧିକ ପଢନ୍ତୁ.....

Uttarakhand Police contributes Rs 3,11,27,014 to CM Relief Fund-Uttrakhand to fight COVID19.
କୋରୋନା ପାଇଁ ସହାୟତାର ହାତ ବଢାଇଲା ଉତ୍ତରାଖଣ୍ତ ପୋଲିସ
author img

By

Published : May 8, 2020, 11:35 PM IST

ଡେରାଡୁନ: କୋରୋନାକୁ ନେଇ ଆତଙ୍କିତ ସାରା ବିଶ୍ବ । କାହିଁକି ନା ପ୍ରତ୍ୟେକ ଦିନ ଏହି ମାହାମାରୀ ଅନେକଙ୍କ ମୁଣ୍ତ ନେଉଛି । ହେଲେ ଏବେ ଜଟିଳ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କୋରୋନା ସହ ଲଢୁଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୋଲିସ । ସେମାନଙ୍କ ସେବାକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ସମଗ୍ର ଭାରତ । ଏହି ପରିପ୍ରେକ୍ଷୀରେ କୋରୋନା ସହାୟତା ପାଇଁ ଆଗେଇ ଆସିଛି ଉତ୍ତରାଖଣ୍ତ ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 3,11,27,014 ଟଙ୍କା ପ୍ରଦାନ କରିଛନ୍ତି । ତେବେ ଉତ୍ତରାଖଣ୍ତ ପୋଲିସର ଏପରି କାର୍ଯ୍ୟକୁ ରାଜ୍ୟବାସୀ ପ୍ରଶଂସା କରିଛନ୍ତି । ତେବେ ଭାରତରେ 56,342 ପଜିଟିଭ ଚିହ୍ନଟ ହୋଇଥିବା ବେଳେ, 1886 ଜଣଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ଉତ୍ତରାଖଣ୍ତରେ 61 ଜଣ କୋରୋନା ସଂକ୍ରମିତ ଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.