ETV Bharat / bharat

ଗୋପନୀୟ ଚିଠି ଲିକ୍ କରିବା ଅଭିଯୋଗ, ପୂର୍ବତନ ସାଂସଦଙ୍କ ବିରୋଧରେ FIR ରୁଜୁ - ବାହୁବଲୀ ନେତା ଧନଞ୍ଜୟ ସିଂ

ଗୋପନୀୟ ଚିଠି ଲିକ୍ କରିବା ଅଭିଯୋଗରେ ୟୁପିର ପୂର୍ବତନ ସାଂସଦ ତଥା ବାହୁବଲୀ ନେତା ଧନଞ୍ଜୟ ସିଂଙ୍କ ବିରୋଧରେ ଏସଟିଏଫ ଏଫଆଇଆର ରୁଜୁ କରିଛି। ଅଧିକ ପଢନ୍ତୁ...

ପୂର୍ବତନ ସାଂସଦଙ୍କ ବିରୋଧରେ FIR
ପୂର୍ବତନ ସାଂସଦଙ୍କ ବିରୋଧରେ FIR
author img

By

Published : Oct 17, 2020, 12:40 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ସାଂସଦ ତଥା ବାହୁବଲୀ ନେତା ଧନଞ୍ଜୟ ସିଂଙ୍କ ବିରୋଧରେ ଏସଟିଏଫ ଏଫଆଇଆର ରୁଜୁ କରିଛି। ଅଫିସିଆଲ୍ ସିକ୍ରେଟ୍ ଆକ୍ଟକୁ ନେଇ ଧନଞ୍ଜୟ ସିଂଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୁରକ୍ଷା ପାଇଁ ଗୋପନୀୟ ଚିଠି ଲିକ୍ କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଧନଞ୍ଜୟ ସିଂ ଜୌନପୁରର ମଲହାନି ବିଧାନସଭା ନିର୍ବାଚନରେ ​​ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି।

ପ୍ରକାଶଥାଉକି, ବାହୁବଲୀ ନେତା ମୃତ୍ୟୁ ଓ ଧମକ ପତ୍ରକୁ ସର୍ବସାଧାରଣରେ ପ୍ରକାଶ କରିଥିଲେ। ତେଣୁ ଗୁପ୍ତ ଚିଠିକୁ ସାର୍ବଜନୀନ କରିବା ମାମଲାରେ ଧନଞ୍ଜୟ ସିଂଙ୍କ ବିରୋଧରେ ଏସଟିଏଫ ଏଫଆଇଆର ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ସେ ସୁରକ୍ଷା ପାଇଁ ଗୋପନୀୟ ଚିଠି ଲିକ୍ କରିଛନ୍ତି।

ବର୍ତ୍ତମାନ ଏସଟିଏଫ୍ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି । ଜୌନପୁରର ବହୁଜନ ସମାଜ ପାର୍ଟିର ସଦସ୍ୟ ଥିବା ଧନଞ୍ଜୟ ସିଂଙ୍କ ନାମରେ ଲକ୍ଷ୍ନୌ ସମେତ ଦିଲ୍ଲୀ ଓ ଜୌନପୁରରେ ଅନେକ ମାମଲା ରୁଜୁ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.