ETV Bharat / bharat

ହାଥରସ ପିଡିତାଙ୍କ ଘରେ ପହଞ୍ଚିଲା ଏସଟିଏଫ ଟିମ

author img

By

Published : Oct 26, 2020, 10:15 PM IST

କଂଗ୍ରେସ ନେତା ସ୍ବରାଜ ଜୀବନ ପିଡିତାଙ୍କ ପରିବାରକୁ ଭେଟିଥିବା ବେଳେ ସୋମବାର ଏ ସମ୍ପର୍କରେ ପଚରାଉଚରା ପାଇଁ ପିଡାତାଙ୍କ ଘରେ ପହଞ୍ଚିଥିଲା ଏସଟିଏଫ ଟିମ । ଅଧିକ ପଢନ୍ତୁ...

ହାଥରସ ପିଡିତାଙ୍କ ଘରେ ପହଞ୍ଚିଲା  ଏସଟିଏଫ୍ ଟିମ୍

ଲକ୍ଷ୍ନୌ: ହାଥରସ ଦୁଷ୍କର୍ମ ପିଡିତାଙ୍କ ଘରେ ପହଞ୍ଚିଲା ଏସଟିଏଫ ଟିମ । କଂଗ୍ରେସ ନେତା ସ୍ବରାଜ ଜୀବନ ପିଡିତାଙ୍କ ପରିବାରକୁ ଭେଟିଥିବା ବେଳେ ସୋମବାର ଏ ସମ୍ପର୍କରେ ପଚରାଉଚରା ପାଇଁ ପିଡାତାଙ୍କ ଘରେ ପହଞ୍ଚିଥିଲା ଏସଟିଏଫ ଟିମ ।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ କଂଗ୍ରେସ ନେତା ସ୍ବରାଜ ଜୀବନ ପୀଡିତାଙ୍କ ପରିବାରକୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ପୀଡିତାଙ୍କ ପରିବାରକୁ ଭେଟିବା ସହ ସେ ତାଙ୍କ ଘର ବାହାରେ ଭାଷଣ ମଧ୍ୟ ଦେଇଥିଲେ। ଏହାପରେ ସେ ପୁଣି ଦୁଇଥର ଗାଁରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଗାଁ ଲୋକ ଅଟକାଇଥିଲେ ।

ତେବେ ପୂର୍ବରୁ ତାଙ୍କ ବିରୋଧରେ ଦଙ୍ଗା ସୃଷ୍ଟି କରିଥିବା ନେଇ ଅଭିଯୋଗ ହୋଇଥିଲା । ଜାତି ଧର୍ମ ନାମରେ ସେ ଦଙ୍ଗା କରିବା ପାଇଁ ଚେଷ୍ଟା କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ପୋଲିସ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ।

ଏସଟିଏଫକୁ ଜିଲ୍ଲାରେ ଦଙ୍ଗା ସୃଷ୍ଟି କରୁଥିବା ମାମଲାର ଯାଞ୍ଚ ଭାର ଦିଆଯାଇଛି । ଯାହାକୁ ନେଇ ଏସଟିଏଫ ଟିମ ପୀଡିତାଙ୍କ ଘରେ ପହଞ୍ଚି କଂଗ୍ରେସ ନେତା ସ୍ବରାଜ ଜୀବନ କେତେବେଳେ ଆସିଥିଲେ ଏବଂ ସେ କେଉଁଠାରେ ଭାଷଣ ଦେଉଥିଲେ ବୋଲି ପଚରା ଉଚରା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.