ETV Bharat / bharat

‘ମହିଳାଙ୍କ ପାଇଁ ଅସୁରକ୍ଷିତ ୟୁପି’ - ଉତ୍ତରପ୍ରଦେଶରେ ଅପରାଧ

ଉତ୍ତରପ୍ରଦେଶରେ ବଢିଚାଲିଛି ଅପରାଧ । ରାଜ୍ୟ ମହିଳାଙ୍କ ପାଇଁ ସବୁଠୁ ଅସୁରୁକ୍ଷିତ ସ୍ଥାନ ବୋଲି କହିଲେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ଫାଇଲ ଫଟୋ
author img

By

Published : Oct 22, 2019, 3:08 PM IST

ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବଡ଼ ବୟାନ । ଉତ୍ତରପ୍ରଦେଶ ମହିଳାମାନଙ୍କ ପାଇଁ ସବୁଠୁ ବଡ଼ ଅସୁରକ୍ଷିତ ସ୍ଥାନ ପାଲଟିଥିବା କହିଛନ୍ତି ପ୍ରିୟଙ୍କା ।

ରାୟବରେଲି ଗସ୍ତରେ ଅଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି, ମହିଳାଙ୍କ ସହ ହେଉଥିବା ଅପରାଧ ପାଇଁ ରାଜ୍ୟ ସବୁଠୁ ଶୀର୍ଷରେ ରହିଛି ।

ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି ସମସ୍ୟା ବିଷୟରେ ଅବଗତ ନୁହଁନ୍ତି । ତେଣୁ ଏହା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଲଜ୍ଜା ଓ ନିନ୍ଦନୀୟ ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.