ETV Bharat / bharat

IT ଓ ED କୁ ୟୁପି ସରକାରଙ୍କ ନିର୍ଦ୍ଦେଶ, ଦୁବେ ସହଯୋଗୀର ସମ୍ପତ୍ତି ହେଵ ଯାଞ୍ଚ

author img

By

Published : Jul 28, 2020, 3:17 PM IST

ଉତ୍ତରପ୍ରଦେଶ ସରକାର ଆୟକର ବିଭାଗ ତଥା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ଜୟ ବାଜପେୟୀଙ୍କ ବେଆଇନ ଭାବେ ଜମା ହୋଇଥିବା ସମ୍ପତ୍ତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିହତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଘନିଷ୍ଠ ସହଯୋଗୀଙ୍କ କଳା ସାମାଜ୍ର୍ୟ ଧିରେ ଧିରେ ସାମ୍ନାକୁ ଆସୁଛି।

ୟୁପି ସରକାର I-T ଓ ED କୁ ଦେଲେ ନିର୍ଦ୍ଦେଶ, ଦୁବେର ସହଯୋଗୀକୁ ହେଵ ଯାଞ୍ଚ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଆୟକର ବିଭାଗ ତଥା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ଜୟ ବାଜପେୟୀଙ୍କ ବେଆଇନ ଭାବେ ଜମା ହୋଇଥିବା ସମ୍ପତ୍ତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିହତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଘନିଷ୍ଠ ସହଯୋଗୀଙ୍କ କଳା ସାମାଜ୍ର୍ୟ ଧିରେ ଧିରେ ସାମ୍ନାକୁ ଆସୁଛି।

ଖବର ଅନୁଯାୟୀ, ବାଜପେୟୀ କାନପୁର ସହରର ଜଣେ ଜଣାଶୁଣା ଶିଳ୍ପପତି ଅଟନ୍ତି। ସେ ଦୁବେଙ୍କ ପାଇଁ ସମ୍ପତ୍ତି କାରବାର ଏବଂ ଅର୍ଥ କାରବାରରେ କାମ କରିଥିବା ଅଭିଯୋଗ ହୋଇଛି। କିଛି ଦିନ ଧରି ଦୌଡ଼ିବା ପରେ ଦୁବେଙ୍କୁ ମଧ୍ୟପ୍ରଦେଶ ପୋଲିସ ଉଜୌୟନରେ ଜୁଲାଇ 9 ରେ ମହାକାଳ ମନ୍ଦିର ପରିସରରୁ ଗିରଫ କରିଥିଲା। ଜୁଲାଇ 10 ରେ ଉତ୍ତରପ୍ରଦେଶ ପୋଲିସ ପାଖରୁ ଖସି ପଳାଉଥିବା ବେଳେ ଏକ ଏନକାଉଣ୍ଟରରେ ତାକୁ ହତ୍ୟା କରାଯାଇଥିଲା।

ସୂଚନାଯୋଗ୍ୟ, କାନପୁରର ଚୌବେପୁର ଅଞ୍ଚଳର ବିକ୍ରୁ ଗ୍ରାମରେ ଘଟିଥିବା ଏହି ଏନକାଉଣ୍ଟରରେ ବିକାଶ ଦୁବେ ମୁଖ୍ୟ ଅଭିଯୁକ୍ତ ଥିଲା। ଯେଉଁଥିରେ ଆକ୍ରମଣକାରୀଙ୍କ ଗୋଷ୍ଠୀ ତାଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସ ଦଳ ଉପରେ ଗୁଳି ଚଳାଇଥିଲା। ଏହି ଏନକାଉଣ୍ଟରରେ ଆଠ ଜଣ ପୋଲିସ କର୍ମଚାରୀଙ୍କ ଶହୀଦ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.