ETV Bharat / bharat

ଉନ୍ନାଓ ଦୁଷ୍କର୍ମ ମାମଲା: ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

author img

By

Published : Dec 10, 2019, 11:03 PM IST

ଉନ୍ନାଓ ଦୁଷ୍କର୍ମ ମାମଲାର ନୂଆ ମୋଡ । ଅଭିଯୁକ୍ତ କୂଳଦୀପ ସେନଗରଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ । ଏନେଇ ଆସନ୍ତା 16ରେ ବଡ ଶୁଣାଣି କରିବ ଦିଲ୍ଲୀ କୋର୍ଟ । ଆଗକୁ ପଢନ୍ତୁ...

unnao rape, kuldeep
ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାର ନୂଆ ମୋଡ । ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଜେପି ବିଧାୟକ କୂଳଦୀପ ସେନଗରଙ୍କୁ ନେଇ ହୋଇଥିବା ମାମଲାର ରାୟ ସଂରକ୍ଷିତ । ଆସନ୍ତା 16ରେ ଶୁଣାଣି ହେବ ।

ରାୟକୁ ସଂରକ୍ଷିତ ରଖିଥିବା ଦିଲ୍ଲୀର ତିସ ହଜାରୀ କୋର୍ଟ ଡିସେମ୍ବର 16 ତାରିଖରେ ଉନ୍ନାଓ ଦୁଷ୍କର୍ମ ମାମଲାର ରାୟ ଶୁଣାଇବେ । ତେବେ ଉକ୍ତ ମାମଲାରେ ଯଦି ବିଧାୟକ ସେଗନର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ ଜେଲ ହୋଇପାରେ । ଜୁନ 2017ରେ ହୋଇଥିବା ଉନ୍ନାଓ ଦୁଷ୍କର୍ମ ମାମଲାର ପୀଡିତାଙ୍କ କାର ଉପରେ ଟ୍ରକ ଚାପି ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.