ETV Bharat / bharat

ଲକ୍ଷ୍ନୌରେ ରହିବେ ପୀଡିତା: ସୁପ୍ରିମ କୋର୍ଟ - unnao development

ଶୁକ୍ରବାର ପୁଣି ସୁପ୍ରିମ କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ଶୁଣାଣି କରିଛନ୍ତି । ପୀଡିତାଙ୍କ ସୁରକ୍ଷା ପାଇଁ ପୀଡିତାଙ୍କ ଦାଦାଙ୍କୁ ତୁରନ୍ତ ରାଇବରେଲୀ ଜେଲରୁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତରଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Aug 2, 2019, 11:06 PM IST

ଲକ୍ଷ୍ନୌ: ଶୁକ୍ରବାର ପୁଣି ସୁପ୍ରିମ କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ଶୁଣାଣି କରିଛନ୍ତି । ପୀଡିତାଙ୍କ ସୁରକ୍ଷା ପାଇଁ ପୀଡିତାଙ୍କ ଦାଦାଙ୍କୁ ତୁରନ୍ତ ରାଇବରେଲୀ ଜେଲରୁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତରଣ ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅଦାଲତ ପଚାରି ଥିଲେ । ଯାହାର ଉତ୍ତରରେ ସୋଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, ପୀଡିତାଙ୍କ ପରିବାରକୁ ତାଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । କିନ୍ତୁ ପୀଡିତାଙ୍କ ବର୍ତ୍ତମାନ ଭେଣ୍ଟିଲେଟରରେ ଥିବାରୁ ତାଙ୍କୁ ଲକ୍ଷ୍ନୌ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ସିପ୍ଟ କରାଯିବ ବୋଲି ସାଲିସିଟର ଜେନେରାଲ କହିଛନ୍ତି ।

ତେବେ ଗତ ଗୁରୁବାର ଅଦାଲତ ଏହି ମାମଲାରେ ଶୁଣାଣି କରିଥିଲେ । ଏଥିରେ ଅଦାଲତ ପିଡିତାଙ୍କ ପରିବାରକୁ କହିଥିଲେ ଯଦି ପରିବାର ଲୋକ ଚାହିଁଲେ ପିଡିତାଙ୍କୁ ଦିଲ୍ଲୀ ଏମ୍ସ ମେଡିକାଲରେ ଚିକିତ୍ସା କରାଯିବ ।

Intro:ସ୍ଲଗ - ଦୁର୍ଗମ ଅଞ୍ଚଳ କୁ ଗଲେ ସ୍ବାସ୍ଥ୍ୟ ସେଵା ଟିମ ।
ଫର୍ମାଟ - ଏଭିଓ, ୨/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା ଚନ୍ଦହାଣ୍ଡି ବ୍ଳକ ପାଟଖଲିଆ ପଚାୟତ ଅନ୍ତର୍ଗତ ଗୋର ଝରିଆ ଗ୍ରାମକୁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ର ଏସ ଏଚ ୟୁ ଏକ ଟିମ ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଗସ୍ତ କରିଥିଲେ । ଉକ୍ତ ଗ୍ରାମପଚାୟତ ମୁଖ୍ୟଳୟୁ ରୁ ପକ୍କା ରାସ୍ତା ନଥିବା ଯୋଗୁଁ ଦୀର୍ଘ ଚାରି କିଲୋମିଟର ରାସ୍ତା ଚାଲି
ଚାଲି ପହଞ୍ଚିଥିଲେ । ଉକ୍ତ ଟିମରେ ଡାକ୍ତର ଷଡ଼ଙ୍ଗୀ ଙ୍କ ସହ ଫର୍ମସିଟ ରମେଶ ଦାସ ,ମହିଳା ସ୍ବାସ୍ଥ୍ୟ କର୍ମୀ ବନିତା ସାହୁ, ମେଲେରିଆ ଟେକ୍ନିସିଅନ ଚକ୍ର ବେତ୍ରୀ, ପଦ୍ମବତୀ ସୁନା, ଆଶା କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମାଝୀ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟରେ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ନେଇ ଏକ ସ୍ବାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । ୫ ଜଣଙ୍କ ମେଲେରିଆ ରକ୍ତ ପରୀକ୍ଷା କୋରାଯାଥିଲା । ଉପସ୍ଥିତ ଜନସାଧାରଣ କୁ ପ୍ରତେକ ଦିନ ମଶାରୀଟାଙ୍ଗି ଶାଇବା,ଗରମ ପାଣି ପିଇବା, ଗରମ ଖାଦ୍ୟ ଓ ଖାଇବା ପୂର୍ବରୁ ସାବୁନରେ ହାତ ଧଇବା ପାଇଁ ପରାମର୍ଶ ଦେଇଥିଲେ।ଘର ଚରିପାର୍ଶ୍ଵ ସଫା ରଖିବା ସହିତ ନିଜେ ସଫା ରହିବା ଡ଼ଃ ଷଡ଼ଙ୍ଗୀ ଜନସାଧାରଣ ବୁଝାଇଥିଲେ ।ବିଭିନ୍ନ ରୋଗୀ କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ।ଗୋର ଝରିଆ ଗ୍ରାମବାସୀ ବର୍ଷା ଦିନରେ ରାସ୍ତା ଖରାପ ଯୋଗୁଁ ସ୍ବାସ୍ଥ୍ୟସେଵା ପାଈଁ ଚନ୍ଦହାଣ୍ଡି ଡାକ୍ତଖାନାକୁ ଆସି ପାରୁନଥିଲି ଏବଂ ଚାଲି ଚାଲି ତାଙ୍କ ଗ୍ରାମରେ ସ୍ବାସ୍ଥ୍ୟସେଵା ଟିମ ପହଞ୍ଚି ଥିବାରୁ ଉକ୍ତ ଟିମକୁ ଗ୍ରାମବାସୀ ପକ୍ଷରୁ ଶୁଭେଚ୍ଛା ଦିଆଯାଇଥିଲା ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.