ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କୋରୋନା । ଦିନକରେ 8 ହଜାର 171 ଆକ୍ରାନ୍ତ । 204 ମୃତ । ମୋଟ ପଜେଟିଭ୍ ସଂଖ୍ୟା ଏକ ଲକ୍ଷ 98 ହଜାର 706 । ମୃତ୍ୟୁ ସଂଖ୍ୟା 5598 । ସେହିପରି 95527 ଜଣ ସୁସ୍ଥ ହୋଇଥିବାବେଳେ ସମୁଦାୟ 97581 ସକ୍ରିୟ ମାମଲା ରହିଛି ।
ଦିନକରେ 8 ହଜାର 171 ଆକ୍ରାନ୍ତ, 204 ମୃତ
12:13 June 02
ଦିନକରେ 8 ହଜାର 171 ଆକ୍ରାନ୍ତ, 204 ମୃତ
06:08 June 02
ଦେଶରେ 1ଲକ୍ଷ 90ହଜାର 535 ଆକ୍ରାନ୍ତ, 91ହଜାର 818 ସୁସ୍ଥ
ନୂଆଦିଲ୍ଲୀ: ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 5394 ଛୁଇଁଛି । ସେପଟେ 91ହଜାର 8ଶହ 18ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 93322 ରହିଛି । ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1ଲକ୍ଷ 90ହଜାର 535କୁ ବୃଦ୍ଧି ପାଇଛି । ଏନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 36040 ସକ୍ରିୟ ମାମଲା ରହିଥିବା ବେଳେ 29329 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗୁଜୁରାଟରେ 5822, ଦିଲ୍ଲୀରେ 10893, ତାମିଲନାଡୁରେ 9403 ଟି ସକ୍ରିୟ ମାମଲା ରହିଛି ।
ଅନ୍ୟପଟେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 2288 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1038, ଦିଲ୍ଲୀରେ 437, ମଧ୍ୟପ୍ରଦେଶରେ 350, ପଶ୍ଚିମବଙ୍ଗରେ 317 ଜଣଙ୍କ ମୃତ୍ୟୁ ଘଟିଛି ।