ETV Bharat / bharat

କୋରୋନାରେ ଲାଗୁନି ବ୍ରେକ୍‌, 16ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

କୋରୋନାରେ ଲାଗୁନି ବ୍ରେକ୍‌, 15ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

author img

By

Published : Jun 28, 2020, 7:48 AM IST

Updated : Jun 28, 2020, 12:39 PM IST

12:27 June 28

ଗୋଟିଏ ଦିନରେ 19,906 ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ସଙ୍ଗୀନ । ଗୋଟିଏ ଦିନରେ 19,906 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 410 ଜଣଙ୍କ ମୃତ୍ୟୁ ହୋଇଛି ।  

ବର୍ତ୍ତମାନ ଭାରତରେ ପଜିଟିଭ ମାମଲା 5ଲକ୍ଷ28ହଜାର 859ରେ ପହଞ୍ଚିଛି ।  ସେଥିମଧ୍ୟରୁ 2ଲକ୍ଷ 03 ହଜାର 051 ସକ୍ରିୟ ମାମଲା ରହିଥିବାବେଳେ 3,09,713 ଜଣ ସୁସ୍ଥ ହୋଇଛନ୍ତି  । ଏପଟେ ମୃତ୍ୟୁସଂଖ୍ୟା 16,095ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

07:13 June 28

ଦେଶରେ ମହାମାରୀ କୋରୋନାର ଆତଙ୍କ

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ଆତଙ୍କ । ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 508953ରେ ପହଞ୍ଚିଛି । ଏପଟେ ମୃତକଙ୍କ ସଂଖ୍ୟା 15ହଜାର689 ଛୁଇଁଲାଣି ।  ଏବେ ଭାରତରେ 1,97,387ଟି ଆକ୍ଟିଭ କେସ ରହିଥିବାବେଳେ 2,95,881ଜଣ ସୁସ୍ଥ ହୋଇଛନ୍ତି । 

Last Updated : Jun 28, 2020, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.