ନୂଆଦିଲ୍ଲୀ: 25ଜୁନ ସୁଦ୍ଧା ଦେଶରେ ସର୍ବମୋଟ 77,76,228 ସଂଖ୍ୟକ ନମୁନା ଟେଷ୍ଟ ହୋଇଛି । 25ଜୁନରେ 2ଲକ୍ଷ15 ହଜାର 446 ସଂଖ୍ୟକ କୋରୋନା ଟେଷ୍ଟ ହୋଇଥିବା ଆଇସିଏମଆର ପକ୍ଷରୁ ସୂଚନା ମିଳିଛି ।
ଗୋଟିଏ ଦିନରେ 407 ମୃତ୍ୟୁ, ପନ୍ଦର ହଜାର ଟପିଲା ମୋଟ ମୃତ୍ୟୁ ସଂଖ୍ୟା - india coron latest news
11:35 June 26
25ଜୁନ ସୁଦ୍ଧା ହୋଇଛି 77 ଲକ୍ଷ 76 ହଜାର 228 ନମୁନା ଟେଷ୍ଟ:ଆଇସିଏମଆର
11:05 June 26
କୋରୋନା ପ୍ରଭାବିତ 3ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍
ନୂଆଦିଲ୍ଲୀ: ଦେଶରେ ତିନି ପ୍ରମୁଖ ରାଜ୍ୟ ଭିତରେ ରହିଛି ମହାରାଷ୍ଟ୍ର, ଗୁଜରାଟ ଏବଂ ତେଲେଙ୍ଗାନା । ନିରନ୍ତର ଭାବରେ ଏହି ତିନି ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କୋରୋନା ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି । ଏଥିପାଇଁ କେନ୍ଦ୍ର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲଙ୍କ ନେତୃତ୍ୱରେ ଏକ ଟିମ୍ ଏହି ତିନି ରାଜ୍ୟକୁ ଯିବ । ଜୁନ୍ 26ରୁ ଜୁନ୍ 29 ମଧ୍ୟରେ ତିନି ରାଜ୍ୟ ଗସ୍ତ କରି ଲବ୍ ଅଗ୍ରଓ୍ୱାଲ ନେତୃତ୍ୱାଧୀନ ଟିମ୍ କୋରୋନା ପରିଚାଳନାକୁ ଅଧିକ ମଜବୁତ କରିବେ । ଏହି ତିନି ରାଜ୍ୟରୁ ମୋଟ୍ 4,73, 105 ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।
06:31 June 26
ଗୋଟିଏ ଦିନରେ 407 ମୃତ୍ୟୁ
ନୂଆଦିଲ୍ଲୀ: ଦେଶରେ କୋରୋନା କାୟା ବିସ୍ତାର କରି ଚାଲିଛି । 24ଘଣ୍ଟାରେ 17,296 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 407ଜଣଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ଲକ୍ଷ 90ହଜାର 401 ରହିଛି । ସେଥିମଧ୍ୟରୁ 1,89,463 ସକ୍ରିୟ ମାମଲା ରହିଥିବାବେଳେ 2,85,637ଜଣ ସୁସ୍ଥ ହୋଇଛନ୍ତି ଓ 15,301ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।