ETV Bharat / bharat

ଦେଶରେ ବେକାବୁ କୋରୋନା, ଦିନକରେ 52,050 ଆକ୍ରାନ୍ତ ଚିହ୍ନଟ

ଦେଶରେ ଭୟଙ୍କର କୋରୋନା, 18 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Aug 4, 2020, 8:37 AM IST

Updated : Aug 4, 2020, 10:00 AM IST

09:59 August 04

ଦେଶରେ ବେକାବୁ କୋରୋନା, ଦିନକରେ 52,050 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା । ଦିନକରେ 52,050 ଆକ୍ରାନ୍ତ ଚିହ୍ନଟ । 803 ମୃତ । ଫଳରେ 18,55,746କୁ ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା । ସେପଟେ ମୃ୍ତ୍ୟୁ ସଂଖ୍ୟା 38,938କୁ ବୃଦ୍ଧି ।  

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 12,30,510ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 5, 86,298ଟି ରହିଛି ସକ୍ରିୟ ମାମଲା ।

08:33 August 04

ଦେଶରେ ଭୟଙ୍କର କୋରୋନା, 18 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଉଛି କୋରୋନା । ଗୋଟିଏ ଦିନରେ 52,972 ଆକ୍ରାନ୍ତ ଚିହ୍ନଟ । 18,03,696 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଦିନକରେ 771ଜଣ ମୃତ । ଫଳରେ ମୃତ୍ୟୁ ସଂଖ୍ୟା 38,135 କୁ ବୃଦ୍ଧି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 11,86,203ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 5,79,357ଟି ସକ୍ରିୟ ମାମଲା ରହିଛି । 

Last Updated : Aug 4, 2020, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.