ETV Bharat / bharat

ବଢୁଛି ସଂକ୍ରମଣ, ଗଡୁଛି ମୁଣ୍ଡ: 38ହଜାର ଟପିଲା ମୃତକଙ୍କ ସଂଖ୍ୟା

author img

By

Published : Aug 3, 2020, 10:19 AM IST

Updated : Aug 3, 2020, 1:52 PM IST

ବଢୁଛି ସଂକ୍ରମଣ, ଗଡୁଛି ମୁଣ୍ଡ: 38ହଜାର ଟପିଲା ମୃତକଙ୍କ ସଂଖ୍ୟା
ବଢୁଛି ସଂକ୍ରମଣ, ଗଡୁଛି ମୁଣ୍ଡ: 38ହଜାର ଟପିଲାବଢୁଛି ସଂକ୍ରମଣ, ଗଡୁଛି ମୁଣ୍ଡ: 38ହଜାର ଟପିଲା ମୃତକଙ୍କ ସଂଖ୍ୟା ମୃତକଙ୍କ ସଂଖ୍ୟା

13:50 August 03

ଦେଶରେ 2କୋଟିରୁ ଉର୍ଦ୍ଧ୍ବ ଟେଷ୍ଟିଂ ସରିଲାଣି

ଏପଟେ ଦେଶରେ  2କୋଟିରୁ ଉର୍ଦ୍ଧ୍ବ ଟେଷ୍ଟିଂ ସରିଲାଣି । ଏଯାଏଁ 2,02,02,858ଟି ନମୁନା ଟେଷ୍ଟ ହୋଇଛି । ଅଗଷ୍ଟ 2ରେ 3,81,027ଟି ନମୁନା ଟେଷ୍ଟ ହୋଇଥିବା ଆଇସିଏମଆର ପକ୍ଷରୁ ସୂଚନା ମିଳିଛି ।   

07:34 August 03

ଦିନକରେ 52,972ଟି ପଜିଟିଭ କେସ ସାମ୍ନାକୁ ଆସିଛି । ଏଥିସହ 24ଘଣ୍ଟାରେ 771 ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଉଛି କୋରୋନା । ଆଜି ଦେଶରେ 18ଲକ୍ଷ ଟପିଲା କୋରୋନା  ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ 52,972ଟି ପଜିଟିଭ କେସ ସାମ୍ନାକୁ ଆସିଛି । ଏଥିସହ 24ଘଣ୍ଟାରେ 771 ଜଣଙ୍କ ମୃତ୍ୟୁ ହୋଇଛି ।  

ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବମୋଟ 18ଲକ୍ଷ 03ହଜାର 696ଟି କେସ ରହିଛି । ଏଥିମଧ୍ୟରୁ 5ଲକ୍ଷ 79ହଜାର 357ଟି ସକ୍ରିୟ କେସ ରହିଥିବାବେଳେ 11,86,203ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ 38ହଜାର 135ଜଣଙ୍କ ମୃତ୍ୟୁ ହୋଇଛି ।  

Last Updated : Aug 3, 2020, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.