ଏପଟେ ଦେଶରେ 2କୋଟିରୁ ଉର୍ଦ୍ଧ୍ବ ଟେଷ୍ଟିଂ ସରିଲାଣି । ଏଯାଏଁ 2,02,02,858ଟି ନମୁନା ଟେଷ୍ଟ ହୋଇଛି । ଅଗଷ୍ଟ 2ରେ 3,81,027ଟି ନମୁନା ଟେଷ୍ଟ ହୋଇଥିବା ଆଇସିଏମଆର ପକ୍ଷରୁ ସୂଚନା ମିଳିଛି ।
ବଢୁଛି ସଂକ୍ରମଣ, ଗଡୁଛି ମୁଣ୍ଡ: 38ହଜାର ଟପିଲା ମୃତକଙ୍କ ସଂଖ୍ୟା - କୋରୋନା ଆକ୍ରାନ୍ତ
13:50 August 03
ଦେଶରେ 2କୋଟିରୁ ଉର୍ଦ୍ଧ୍ବ ଟେଷ୍ଟିଂ ସରିଲାଣି
07:34 August 03
ଦିନକରେ 52,972ଟି ପଜିଟିଭ କେସ ସାମ୍ନାକୁ ଆସିଛି । ଏଥିସହ 24ଘଣ୍ଟାରେ 771 ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଉଛି କୋରୋନା । ଆଜି ଦେଶରେ 18ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ 52,972ଟି ପଜିଟିଭ କେସ ସାମ୍ନାକୁ ଆସିଛି । ଏଥିସହ 24ଘଣ୍ଟାରେ 771 ଜଣଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବମୋଟ 18ଲକ୍ଷ 03ହଜାର 696ଟି କେସ ରହିଛି । ଏଥିମଧ୍ୟରୁ 5ଲକ୍ଷ 79ହଜାର 357ଟି ସକ୍ରିୟ କେସ ରହିଥିବାବେଳେ 11,86,203ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ 38ହଜାର 135ଜଣଙ୍କ ମୃତ୍ୟୁ ହୋଇଛି ।