ଅଗଷ୍ଟ 10 ସୁଦ୍ଧା ମୋଟ 2 କୋଟି 52 ଲକ୍ଷ 81 ହଜାର 848ଟି ଟେଷ୍ଟ ସରିଛି । ଗତ 24 ଘଣ୍ଟାରେ ଦେଶରେ 6 ଲକ୍ଷ 98 ହଜାର 290 ଟି କୋରୋନା ନମୁନା ଟେଷ୍ଟ କରାଯାଇଥିବା ସୂଚନା ଦେଇଛି ଆଇସିଏମଆର ।
ଅଣାୟତ୍ତ କୋରୋନା: ଦେଶରେ 45 ହଜାର ଟପିଲା ମୃତକଙ୍କ ସଂଖ୍ୟା - ପଜିଟିଭ କେସ
11:32 August 11
10:15 August 11
ଆଜି ଦିନକରେ ସର୍ବାଧିକ 53ହଜାର 601ଜଣ ଚିହ୍ନଟ ହୋଇଥିବାବେଳେ 871ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ:ଦେଶରେ 22ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ସର୍ବାଧିକ 53ହଜାର 601ଜଣ ଚିହ୍ନଟ ହୋଇଥିବାବେଳେ 871ଜଣଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଦେଶରେ ସର୍ବମୋଟ 22ଲକ୍ଷ 68ହଜାର 676ଟି ପଜିଟିଭ କେସ ରହିଛି । ସେମାନଙ୍କ ମଧ୍ୟରୁ 15,83,490ଜଣ ସୁସ୍ଥ ହୋଇଥିବାବେଳେ 6,39,929ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ 45,257ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।