ETV Bharat / bharat

କୋରୋନା ଅପଡେଟ୍‌: ଦିନକରେ 24,248 ଆକ୍ରାନ୍ତ, 425 ମୃତ

author img

By

Published : Jul 6, 2020, 6:15 AM IST

Updated : Jul 6, 2020, 10:01 AM IST

କୋରୋନା ଅପଡେଟ୍‌: ଦିନକରେ 24,850 ଆକ୍ରାନ୍ତ, 613 ମୃତ

10:00 July 06

କୋରୋନା ଅପଡେଟ୍‌: ଦିନକରେ 24,248 ଆକ୍ରାନ୍ତ, 425 ମୃତ

ନୂଆଦିଲ୍ଲୀ: ଦେଶରେ ଲଗାତାର ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ 24,248 ସଂକ୍ରମଣ ଚିହ୍ନଟ । 425 ମୃତ । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6,97,413କୁ ବୃଦ୍ଧି । ସେପଟେ ମୃତ୍ୟୁ ସଂଖ୍ୟା ଛୁଇଁଲା 19,693 । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 4,24,433 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 2,53,287 ଟି ସକ୍ରିୟ ମାମଲା ରହିଛି । 

06:10 July 06

ନୂଆଦିଲ୍ଲୀ: ଦିନକରେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ । 24ଘଣ୍ଟାରେ ଦେଶରେ 24,850ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିବାବେଳେ 613ଜଣଙ୍କ ମୃତ୍ୟୁ ହୋଇଛି ।  

ତେବେ ସର୍ବମୋଟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 6,73,165ରେ ପହଞ୍ଚିଛି । ସେହିପରି 19,268 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ 2,44,814ଟି ସକ୍ରିୟ ମାମଲା ରହିଥିବାବେଳେ 4,09,083ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।    

Last Updated : Jul 6, 2020, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.