ETV Bharat / bharat

ଦେଶରେ କୋରୋନା ସ୍ଥିତି ସଙ୍ଗୀନ: 24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ

author img

By

Published : Jul 5, 2020, 11:09 AM IST

Updated : Jul 5, 2020, 12:06 PM IST

ଦେଶରେ କୋରୋନା ସ୍ଥିତି ସଙ୍ଗୀନ: 24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ
ଦେଶରେ କୋରୋନା ସ୍ଥିତି ସଙ୍ଗୀନ: 24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ

11:42 July 05

ଜୁନ 4ରେ ହୋଇଛି 2,48,934ଟି ନମୁନା ଟେଷ୍ଟ

ଜୁନ 4ରେ ହୋଇଛି 2,48,934ଟି  ନମୁନା ଟେଷ୍ଟ
ଜୁନ 4ରେ ହୋଇଛି 2,48,934ଟି ନମୁନା ଟେଷ୍ଟ

ଜୁନ୍‌ 4ତାରିଖ ସୁଦ୍ଧା ଦେଶରେ ସର୍ବମୋଟ 97,89,066ଟି ନମୁନାର ଟେଷ୍ଟ କରାଯାଇଛି । ତେବେ ଗତକାଲି ଅର୍ଥାତ ଜୁନ 4ରେ 2,48,934ଟି ନମୁନା ଟେଷ୍ଟ କରାଯାଇଥିବା ଆଇସିଏମର ସୂଚନା ଦେଇଛି । 

06:31 July 05

24ଘଣ୍ଟାରେ 24ହଜାର850 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ । 24ଘଣ୍ଟାରେ ଦେଶରେ 24ହଜାର850ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାବେଳେ 613ଜଣଙ୍କ ମୃତ୍ୟୁ ହୋଇଛି ।  

ତେବେ ସର୍ବମୋଟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 6ଲକ୍ଷ 73ହଜାର 165ରେ ପହଞ୍ଚିଛି । ସେହିପରି 19,268 ମୃତ୍ୟୁ ହୋଇଛି । ବର୍ତ୍ତମାନ 2,44,814ଟି ସକ୍ରିୟ ମାମଲା ରହିଥିବାବେଳେ 4,09,083ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।       

Last Updated : Jul 5, 2020, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.