ETV Bharat / bharat

ଡରାଉଛି କୋରୋନା: ଦେଶରେ 16ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

author img

By

Published : Jul 31, 2020, 11:11 AM IST

Updated : Jul 31, 2020, 11:26 AM IST

ଗୋଟିଏ ଦିନରେ ସର୍ବାଧିକ 55,079ଟି ପଜିଟିଭ କେସ ସାମ୍ନାକୁ ଆସିଛି ଓ  779ଜଣଙ୍କ ମୃତ୍ୟୁ ହୋଇଛି ।

11:12 July 31

30ଜୁଲାଇ ସୁଦ୍ଧା ଦେଶରେ 1,88,32,970ଟି ନମୁନା ଟେଷ୍ଟ କରାଯାଇଛି । ଗତକାଲି 6,42,588ଟି ନମୁନା ଟେଷ୍ଟ ହୋଇଥିବା ଆଇସିଏମଆର ସୂଚନା ଦେଇଛି ।

ICMRDELHI
ଫଟୋ ସୌଜନ୍ୟ: ଟ୍ବିଟର@@ICMRDELHI

09:45 July 31

ନୂଆଦିଲ୍ଲୀ: ଦେଶରେ ଥମୁନି କୋରୋନା ସଂକ୍ରମଣ । 16ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ସର୍ବାଧିକ 55,079ଟି ପଜିଟିଭ କେସ ସାମ୍ନାକୁ ଆସିଛି ଓ  779ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସର୍ବମୋଟ 16ଲକ୍ଷ 38ହଜାର 871ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ 5ଲକ୍ଷ 45ହଜାର 318ଟି ଆକ୍ଟିଭ କେସ ରହିଥିବାବେଳେ 10ଲକ୍ଷ57ହଜାର806ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ 35ହଜାର747ଜଣଙ୍କ ମୃତ୍ୟୁ ହୋଇଛି ।  

Last Updated : Jul 31, 2020, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.